भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123Next >

ଭ‌ଉଣୀ

ରିତୁ ମୋର ସାନ ଭ‌ଉଣୀ ଅଟେ
Kisan Word: ବୁହୁଣୀ
Kisan Sentence: ରିତୁ ତ ଏଙ୍ଘାଏ ଛଟେ ବୁହୁଣୀ ଦୁ
Oraon Word: ବାହିନ
Oraon Sentence: ରିତୁଦ ଏଙ୍ଘାଏ ଛୋଟେ ବାହିନ୍‍ ତାଲି

ଭକତି

ପିତାମାତାଙ୍କୁ ଭକତି କରିବା ଉଚିତ
Kisan Word: ଭଲ
Kisan Sentence: ବାଙ୍ଗଆୟାଙ୍ଗ ଭଲ କାମନା ଉଚିତ
Oraon Word: ଖାତିରବାଗ
Oraon Sentence: ଆୟାଙ୍ଗ୍ ବାଙ୍ଗାରିନ୍‍ ଖାତିରବାଁଶ୍‍ ନାନ୍ନା ଉଚିତ୍‍

ଭକ୍ତ

ଭକ୍ତମାନେ ଈଶ୍ୱରଙ୍କଠାରେ ଆରାଧନା କରନ୍ତି
Kisan Word: ଭକ୍ତ
Kisan Sentence: ଭକ୍ତଜାମାର ଈଶ୍ୱରସିନ୍‍ ଗୁହାରି କାମନାୟ
Oraon Word: ଭାଗାତ୍‍
Oraon Sentence: ଭାଗାତାର ଧାର୍ମେସିନ୍‍ ଗୋହରାର୍‌ନାର

ଭଗ୍ନ

ଆମ ଦେଶର ପୁରାତନ କୀର୍ତି ଭଗ୍ନାବସ୍ଥାରେ ରହିଛି
Kisan Word: ଏସେର୍କା
Kisan Sentence: ଏମା ଦେଶନୁ ପୁରୁଖା କୀର୍ତୀ ଏସେର୍କା ଅବସ୍ଥାନୁ ଆତଲିଦ୍‍
Oraon Word: ଏସ୍ସେର୍କା
Oraon Sentence: ନାମ୍‌ହାଏଁ ଦେଶତା ପୁରୁଖା କୀର୍ତି ଏସେର୍କା ଅବସ୍ଥାନୁ ଆତଲିଦ୍‍

ଭୟ

ବାଘ ଦେଖି ମୁଁ ଭୟ କଲି
Kisan Word: ଏଲଚକା
Kisan Sentence: ଲାକଡ଼ା ଏରି କରି ଏନ୍‍ ଏଲଚକାନ
Oraon Word: ଏଲଚକା
Oraon Sentence: ଲାକଡ଼ା ଏରାରକି ଏନ୍‍ ଏଲଚକାନ

ଭରସା

ଆମେ ଈଶ୍ୱରଙ୍କଠାରେ ଭରସା ରଖିବା ଉଚିତ
Kisan Word: ଭରସା
Kisan Sentence: ଏମ ଈଶ୍ୱରବନ ଭରସା କାମଦାମ୍‍
Oraon Word: ଭାରସା
Oraon Sentence: ନାମ ଧାର୍ମେସିନ୍‍ ଶରସା ନାନ୍ନା ଉଚିତ୍‍

ଭର୍ତ୍ସନା

ଅଦାଲତ ସରକାରଙ୍କୁ ଭର୍ତ୍ସନା କରିଥାଏ
Kisan Word: ନିନ୍ଦା
Kisan Sentence: ଅଦାଲତ ସରକାରବନ ନିନ୍ଦା କାମିଦ୍‍
Oraon Word: ନିନ୍ଦା
Oraon Sentence: ଅଦାଲତ ସରକାରବନ ନିନ୍ଦା କାମାଇ

ଭଲ

କ୍ଲୋରୋକୁଇନ୍‍ ଖାଇବା ପରେ ମୋତେ ମେଲେରିଆ ଜ୍ୱର ଛାଡ଼ିଗଲା
Kisan Word: ବାନେ
Kisan Sentence: କ୍ଲୋରୋକୁଇନ୍‍ ମାକାନବାକେନ ଏଙ୍ଘାଏ ମେଲେରିଆ ନାଣି ଛାଡରା କେରା
Oraon Word: ଦାଅ
Oraon Sentence: କ୍ଲୋରୋକୁଇନ୍‍ ମୋକ୍କା ଖୋଖା ଏଙ୍ଘାଏ ମେଲେରିଆ ନାଣି ଆମ୍ବିକା କେରା

ଭଲ ପଡ଼ିଲା

ବ୍ୟାୟାମ ତାଙ୍କୁ ଭଲ ପଡ଼ିଲା
Kisan Word: ବାନେ ଖାତ୍ରାଦ୍‍
Kisan Sentence: ବ୍ୟାୟାମ ତାଙ୍ଗାନ ବାନେ ଖାତ୍ରାଦ୍‍
Oraon Word: ଦାଅ ମାଞ୍ଜା
Oraon Sentence: କାସରାତ୍‍ ତାଙ୍ଗାଗେ ଦାଅ ମାଞ୍ଜା

ଭଲ୍ଲୁକ

ଭଲ୍ଲୁକ ଅତ୍ୟନ୍ତ ହିଂସ୍ର ଅଟେ
Kisan Word: ହେଜେଡେ
Kisan Sentence: ହେଜେଡେ ମୁରୁକୁ ଚାବ୍ରାଦ୍‍
Oraon Word: ଲାଣ୍ଡି
Oraon Sentence: ଲାଣ୍ଡିଦ୍‍ ଆଗାମ ଚାବ୍‌ରାହା ରାଇ

ଭଳିକି ଭଳି

ଦୋକାନରେ ଭଳିକି ଭଳି କଣ୍ଢେଇ ଅଛି
Kisan Word: ବାନେନ୍ତି ବାନେ
Kisan Sentence: ଦୁକାନନୁ ବାନେନ୍ତିନ ବାନେ ଖେଲନା ଆତଲି
Oraon Word: ନାନୁମାନିସା
Oraon Sentence: ଦକାନ‌ନୁଁ ନାନ୍ନମାନିସା ଖେଲ୍‌ନା ରାଇ

ଭସାଇ

ନଦୀ ବଢ଼ିଲେ ଅନେକ ଘର ଭସାଇ ନିଏ
Kisan Word: ଭାସାଇ
Kisan Sentence: ଜଡୁ ପାରଦିଆ ହାଲେ ଅନେକ ଆଡପ୍ପା ଭାସାବି ହୁଇକାଇଦ୍‍
Oraon Word: ଭସାବାଆର
Oraon Sentence: ଖାଡ୍‌ ନିନ୍ଦି ହଲେ କାଏନଆଁ ଏଡ଼ପାନ୍‍ ଭାସାବାଆର ହୁଇକାଲି

ଭାଇ

ମୋ ଭାଇ କଟକରେ ରହି ଚାକିରୀ କରନ୍ତି
Kisan Word: ଭାଇ
Kisan Sentence: ଏଙ୍ଘାଏ ଭାଇ କଟକନୁ ରାଇକରି ଚାକରୀ କାମାଲଦାସ୍‍
Oraon Word: ଭାଇ
Oraon Sentence: ଏଙ୍ଘାଏ ଭାଇୟୋସ୍‍ କଟକନୁ ରାଆକିରେ ଚାକରୀ କାମାଲଦାସ୍‍

ଭାଇବନ୍ଧୁ

ଆମର ଅନେକ ଭାଇବନ୍ଧୁ ଅଛନ୍ତି
Kisan Word: ଭାଇବନ୍ଧୁ
Kisan Sentence: ଏମ୍‌ହାଏ ଅନେକ ଭାଇବନ୍ଧୁ ଆତ୍‌ଲାର
Oraon Word: ଭାଇବନ୍ଧୁ
Oraon Sentence: ଏମ୍‌ହାଏ ଚାଏନ‌ଅଁ ଭାଇବନ୍ଧୁ ରାଖାନାର

ଭାଗ

ଏକ ଟଙ୍କାକୁ ଚାରି ଭାଗ କଲେ ପଚିଶି ପ‌ଇସା ହୁଏ
Kisan Word: ଭାଗ
Kisan Sentence: ଅଣ୍ଟା ରୁପିୟାନୁ ଚାର ଭାଗ କାମକୁନ ପଚିଶ ପାଇସା ମାନିଦ୍‍
Oraon Word: ଭାଗ
Oraon Sentence: ଅଣ୍ଟା ରୁପିୟାନୁ ଚାର ଭାଗ ନାଞ୍ଜକୁନ ପଚିଶ ପାଇସା ମାନି

ଭାଗକୁ

ବାଇଗଣ ଭାଗକୁ ଦଶ ଟଙ୍କା ରହିଛି
Kisan Word: ଭାଗଗେ
Kisan Sentence: ଭେଟାଙ୍ଗୋ ଭାଗଗେ ଦଶ ରୁପିୟା ରାଇଦ୍‍
Oraon Word: ଭାଗଗେ
Oraon Sentence: ଭେଟାଙ୍ଗୋ ଭାଗଗେ ଦଶ ରୁପିୟା ରାଇ

ଭାଗକେ

ଭାଗକେ ଏକ କିଗ୍ରା ପଡ଼ିଛି
Kisan Word: ଭାଗଗେ
Kisan Sentence: ଭାଗଗେ ଅନ କିଗ୍ରା ଖାତ୍ରିକିଚି
Oraon Word: ଭାଗଗେ
Oraon Sentence: ଭାଗଗେ ଅନ କିଗ୍ରା ଖାତ୍ତର୍‌କି ରାଇ

ଭାଗଫଳ

ଭାଗ କଲେ ଫଳ ଯାହା ତାହା ଭାଗଫଳ ଅଟେ
Kisan Word: ଭାଗଫଳ
Kisan Sentence: ଭାଗକାମକୁନ ଫଲ ଯାହା ମାନଦ ତାଙ୍ଗାନ ଭାଗଫଲ ବାନାୟ
Oraon Word: ଭାଗଫଳ
Oraon Sentence: ଭାଗ ନାଞ୍ଜିକୁନ୍‍ ଖାଞ୍ଜପା ଏଅନାମାନ ଆଦ ଖାଞ୍ଜପାବାଗ୍‍ ତାଲି

ଭାଗରେ

ମୋ ଭାଗରେ କଲମ ପଡ଼ିଲା
Kisan Word: ଭାଗନୁ
Kisan Sentence: ଏଙ୍ଘାଏ ଭାଗନୁ କଲମ ଖାତ୍ରାଦ୍‍
Oraon Word: ଭାଗନୁ
Oraon Sentence: ଏଙ୍ଘାଏ ଭାଗନୁ କଲମ ଖାତ୍ରା

ଭାଗଶେଷ

ଭାଗ କ୍ରିୟାର ବଳକା ଭାଗଶେଷ ଅଟେ
Kisan Word: ଭାଗଶେଷ
Kisan Sentence: ଭାଗ କ୍ରିୟାଗି ବାଗେବନ ଭାଗଶେଷ ବାନାୟ
Oraon Word: ଭାଗଶେଷ
Oraon Sentence: ଭାଗ କ୍ରିୟାଗି ବାଛର୍‌କାନ୍‍ ମୁଞ୍ଜୁରକା ଭାଗ ବାଅନାର
< previous123Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App