भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous123456Next >

ଅଇଁଠା

ଏଙ୍ଗୂଲ୍

ଅକଲଗୁଡୁମ୍

ବୁଦ୍ଧୱାୱା
ଓଡ଼ିଆ ବାକ୍ୟ (Odia Sentence): ମୋରମନ ଅକଲଗୁଡୁମ୍ ହେଲା
କୋୟା ବାକ୍ୟ (Koya Sentence): ନା’ମାନ୍‌ଦା ବୁଦ୍ଧ ୱାଦିଲ୍ଲି

ଅକ୍ଷୟତୃତୀୟା

ଅକ୍ଷୟତ୍ରତୀୟା

ଅକ୍ଷର

ପୋଟ୍‌କ୍
ଓଡ଼ିଆ ବାକ୍ୟ (Odia Sentence): ବଡ଼ ବଡ଼ ଅକ୍ଷର ଲେଖ
କୋୟା ବାକ୍ୟ (Koya Sentence): ବେରୟା ବେରୟା ପୋଟ୍‌କ୍ ରାସାଟ

ଅଖା

ବାସ୍ତା

ଅଖା

ବାସ୍ତା

ଅଗଣା

ଆଙ୍ଗାଡ଼ / ଘାଦ୍

ଅଙ୍କନ

ସିନ୍ନେୱାନ୍ନେ

ଅଙ୍କୃଶକୃମି

ଏରେ

ଅଙ୍ଗପ୍ରତ୍ୟଙ୍ଗ

କାଇଗାଲ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଅଙ୍ଗପ୍ରତ୍ୟଙ୍ଗ ଅଛି
କୋୟା ବାକ୍ୟ (Koya Sentence): ନାକିଙ୍ଗ୍ କାଇଗା’ଲ ମିନ୍ଦେ

ଅଜା

ତାତା

ଅଜୀର୍ଣ୍ଣ

ଆର

ଅଜୀର୍ଣ୍ଣ

ଆରଣୁ

ଅଜ୍ଞାନ

ଜ୍ଞାନ୍‌ଇଲୱନ୍

ଅଟକାଇବା

ଆମ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଅଟକାଇଲି
କୋୟା ବାକ୍ୟ (Koya Sentence): ନାନ୍ନା ଆମ୍ପଥାନ୍

ଅଟାକଳ

ପିଣ୍ଡମିଲ୍

ଅଠା

ବାକ୍କାର

ଅଣ ନାତୁଣୀ

ନାତୀପିକିର

ଅଣନାତି

ନାତୀପେକର

ଅଣୁଜୀବାଣୁ

ଛୁଡୁଛୁଡୁଜୀୱାମ
< previous123456Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App