Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଅଇଁଠା
ଏଙ୍ଗୂଲ୍
ଅକଲଗୁଡୁମ୍
ବୁଦ୍ଧୱାୱା
ଓଡ଼ିଆ ବାକ୍ୟ (Odia Sentence): ମୋରମନ ଅକଲଗୁଡୁମ୍ ହେଲା
କୋୟା ବାକ୍ୟ (Koya Sentence): ନା’ମାନ୍ଦା ବୁଦ୍ଧ ୱାଦିଲ୍ଲି
ଅକ୍ଷୟତୃତୀୟା
ଅକ୍ଷୟତ୍ରତୀୟା
ଅକ୍ଷର
ପୋଟ୍କ୍
ଓଡ଼ିଆ ବାକ୍ୟ (Odia Sentence): ବଡ଼ ବଡ଼ ଅକ୍ଷର ଲେଖ
କୋୟା ବାକ୍ୟ (Koya Sentence): ବେରୟା ବେରୟା ପୋଟ୍କ୍ ରାସାଟ
ଅଖା
ବାସ୍ତା
ଅଖା
ବାସ୍ତା
ଅଗଣା
ଆଙ୍ଗାଡ଼ / ଘାଦ୍
ଅଙ୍କନ
ସିନ୍ନେୱାନ୍ନେ
ଅଙ୍କୃଶକୃମି
ଏରେ
ଅଙ୍ଗପ୍ରତ୍ୟଙ୍ଗ
କାଇଗାଲ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଅଙ୍ଗପ୍ରତ୍ୟଙ୍ଗ ଅଛି
କୋୟା ବାକ୍ୟ (Koya Sentence): ନାକିଙ୍ଗ୍ କାଇଗା’ଲ ମିନ୍ଦେ
ଅଜା
ତାତା
ଅଜୀର୍ଣ୍ଣ
ଆର
ଅଜୀର୍ଣ୍ଣ
ଆରଣୁ
ଅଜ୍ଞାନ
ଜ୍ଞାନ୍ଇଲୱନ୍
ଅଟକାଇବା
ଆମ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଅଟକାଇଲି
କୋୟା ବାକ୍ୟ (Koya Sentence): ନାନ୍ନା ଆମ୍ପଥାନ୍
ଅଟାକଳ
ପିଣ୍ଡମିଲ୍
ଅଠା
ବାକ୍କାର
ଅଣ ନାତୁଣୀ
ନାତୀପିକିର
ଅଣନାତି
ନାତୀପେକର
ଅଣୁଜୀବାଣୁ