Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଉଇ
ଏଲ୍ଲୁସାପୁତ୍
ଓଡ଼ିଆ ବାକ୍ୟ (Odia Sentence): ଉଇ ହୁଁଙ୍କାରେ ପିମ୍ପୁଡ଼ି ଅଛନ୍ତି
କୋୟା ବାକ୍ୟ (Koya Sentence): ପୁତ୍ତାଗ୍ ପେତ୍ତେ ମିନ୍ଦେ
ଉଇକେଟ୍
ଉଇକେଟ ଡୁଡୀ
ଉକୁଣୀ
ପୋରକୀ
ଓଡ଼ିଆ ବାକ୍ୟ (Odia Sentence): ମୁଣ୍ଡରେ ଉକୁଣୀ ଅଛି
କୋୟା ବାକ୍ୟ (Koya Sentence): ତାଲ୍ଲା ତାଗ ପୋରକି ମେନ୍ଦେ
ଉଚିତ୍
କାୱଲ୍
ଉଚ୍ଚ
ଡୋଗୋ / ଡେଙ୍ଗ
ଉଚ୍ଚାଡ଼ିଆ
ପର୍ରୁଲାଙ୍ଗାନାଦ୍
ଉଚ୍ଚାରଣ କରିବା
ଲେଙ୍ଗ୍ ପେସପନାଦ୍
ଉଜାଡ଼ିବା
କା’ଇଥାନାଦ୍
ଉଜ୍ଜଳ
ୱେନ୍ନେଲ୍ / ୱେସ୍
ଓଡ଼ିଆ ବାକ୍ୟ (Odia Sentence): ଆଜି ଜହ୍ନ ଉଠି ଉଜ୍ଜଳ ଅଛି
କୋୟା ବାକ୍ୟ (Koya Sentence): ନେଣ୍ଡ ନେଲ୍ଲା ପୋଇସ୍ ୱେନ୍ନେଲ୍ ମିନ୍ଦି
ଉଜ୍ଜଳକରିବା
ୱେନ୍ନେଲ୍ ତୁଙ୍ଗାନାଦ୍
ଉଝାଳିବା
ଲସ୍କନାଦ୍ / ଏର୍ତୋରାନାଦ୍
ଉଠିବା
ତେଦାନାଦ୍
ଉଡ଼ାକଥାରେ ବିଶ୍ୱାସ କରନାହିଁ
ଆଚ୍ଛାତା ମାଟାଙ୍କୁ ନାମ୍ମାମାଟ୍
ଉଡ଼ିବା
ପର୍ରୁପା’ର୍ତାନାଦ
ଉତ୍କଳ ଦିବସ
ସ୍ୱାଧିନ ରୋଜ୍କ
ଉତ୍କୃଷ୍ଟ
ଆଶାତୁଙ୍ଗିକେତ୍ନାଦ୍
ଉତ୍ତରାଧୀକାରୀ
ବେରାର୍ତୋର
ଉତ୍ତେଜିତ କରିବା
ତାର୍ପ୍ନାଦ
ଉତ୍ସବ କରିବା
ଉଦ୍ନାଦ୍
ଉତ୍ସାହିତ କରିବା