भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଏ ଔଷଧ ଖାଇଲେ କ୍ଷୁଧା ବଢିବ

ଆ’ ମାତ୍ ତିତ୍‌କି ଆଲ୍ ପେର୍‌ସିତ୍

ଏ ଗୀତ ପଢ

ଇ’ପା’ଟା ପା’ରା

ଏ ଭଜନ ପଢ

ଇ’ତାର୍ ପା’ରାଟ୍

ଏକତ୍ର କରିବା

ଆଣ୍ଡୟ ପତ୍ କିଦାନାଦ୍

ଏକାଠିହେବା

ଅର୍ରାଗ୍ / ଅଣ୍ଡୟତାଗ୍ / ଗୂଡାନାଦ୍

ଏଗୁଡ଼ିକ

ଇଉ, ଇୱ

ଏଗୁଡ଼ିକ

ଇଉ, ଇୱୁ

ଏଠାକୁ ଆସ

ଇଗ୍‌ଗାୱା’ରା / ୱାର୍‌ରା

ଏଠାରେ ବସ୍

ଇଗ୍‌ଗା କୁଦ୍‌ଦା

ଏଡ଼େବେଗରେ ଖାଅ ନାହିଁ

ଲିପ୍‌ଲାପ୍ ତିନମ୍ମା / ସିଟ୍‌ଫାଟି ତିନମ୍ମା

ଏଥର

ଇସୁଟ୍
ଓଡ଼ିଆ ବାକ୍ୟ (Odia Sentence): ଏଥର ମୁଁ ଘରକୁ ଯିବି
କୋୟା ବାକ୍ୟ (Koya Sentence): ଇସୁଟ୍‌ଡ଼ ନାନ୍ ଲୋନ୍ ଦା’ଥାନ୍

ଏମିତି ହୁଅନାହିଁ

ଇଲାକେଲ୍‌ମା / ଇଲା ଆଇମା

ଏହା

ଇଦ୍

ଏହା, ଏହି

ଇଦ୍

ଏହାକୁ

ଇଦିଙ୍କ

ଏହାକୁ

ଇଦିଙ୍କ୍

ଏହାକୁ କଷିକରି ଧର

ଇଦିଙ୍କ୍ ଟେକ୍‌ନେ ପଇମୁଟ୍

ଏହାର

ଇଦିନାଦ

ଏହାର

ଇଦିନାଦ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App