भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଓକିଲାତି କରିବା

ଓକିଲ କିୟାନାଦ୍

ଓଜନ

ପୂଃତ୍‌ଥା

ଓଜନ କରିବା

କୋଲ୍‌ସା ନାଦ୍
ଓଡ଼ିଆ ବାକ୍ୟ (Odia Sentence): ମାଛ ଗୁଡ଼ିକ ଓଜନ କର
କୋୟା ବାକ୍ୟ (Koya Sentence): କୀକେ ନିଙ୍କ୍ କୋଲସାଟ୍

ଓଜନଦାର

ପୁଚଢାବାର୍‌ୱ

ଓଠ

ସୋଣ୍ଡେମ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଓଠ ଲାଲ୍
କୋୟା ବାକ୍ୟ (Koya Sentence): ନାୟାଦ୍ ସୋଣ୍ଡେମ୍ ଏର୍‌ରାଙ୍କ

ଓଠ

ପାଡ଼ୋମ୍ / ଷଣ୍ଡି

ଓଢଣା

ମୁସ୍କା / କୋକାଡ଼୍

ଓଢଣାଦେବା

ମୁସ୍କାୱାଟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ନୂଆବୋହୂମାନେ ଓଢଣା ଦିଅନ୍ତି
କୋୟା ବାକ୍ୟ (Koya Sentence): କୋଢତା କୋ କାଡ଼ି ମୁସ୍କାୱାଟିତା

ଓଦାକରିବା

ତୁଙ୍ଗାନାଦ୍ ନାହିଁତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଇଟାଟିକୁ ଓଦାକର
କୋୟା ବାକ୍ୟ (Koya Sentence): ଇଟ୍‌କି ଗାଡ଼ବା ପିଙ୍କ ନାହାଁମୁଟ୍

ଓଲଟି ପଡିବା

ପାଲୱେଡଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ପେଲି ଦେବାରୁ ଓଲଟି ପଡ଼ିଲି
କୋୟା ବାକ୍ୟ (Koya Sentence): ଉଣ୍ଡ ତୁର୍‌ସିତ୍ ତାଙ୍କ୍ ପାଲୱେଡ଼୍‌ଙ୍ଗି ରା’ଲତ୍‌ଥାନ୍

ଓସାର

ୱେଲ୍‌ପ୍ / ପାଲ୍

ଓହ୍ଲାଇବା

ଡୀପ୍‌ନାଦ୍
ଓଡ଼ିଆ ବାକ୍ୟ (Odia Sentence): ତଳକୁ ଓହ୍ଲାଅ
କୋୟା ବାକ୍ୟ (Koya Sentence): ନେଲ୍ ଡିପ୍ପାଟ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App