Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଓକିଲାତି କରିବା
ଓକିଲ କିୟାନାଦ୍
ଓଜନ
ପୂଃତ୍ଥା
ଓଜନ କରିବା
କୋଲ୍ସା ନାଦ୍
ଓଡ଼ିଆ ବାକ୍ୟ (Odia Sentence): ମାଛ ଗୁଡ଼ିକ ଓଜନ କର
କୋୟା ବାକ୍ୟ (Koya Sentence): କୀକେ ନିଙ୍କ୍ କୋଲସାଟ୍
ଓଜନଦାର
ପୁଚଢାବାର୍ୱ
ଓଠ
ସୋଣ୍ଡେମ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଓଠ ଲାଲ୍
କୋୟା ବାକ୍ୟ (Koya Sentence): ନାୟାଦ୍ ସୋଣ୍ଡେମ୍ ଏର୍ରାଙ୍କ
ଓଠ
ପାଡ଼ୋମ୍ / ଷଣ୍ଡି
ଓଢଣା
ମୁସ୍କା / କୋକାଡ଼୍
ଓଢଣାଦେବା
ମୁସ୍କାୱାଟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ନୂଆବୋହୂମାନେ ଓଢଣା ଦିଅନ୍ତି
କୋୟା ବାକ୍ୟ (Koya Sentence): କୋଢତା କୋ କାଡ଼ି ମୁସ୍କାୱାଟିତା
ଓଦାକରିବା
ତୁଙ୍ଗାନାଦ୍ ନାହିଁତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଇଟାଟିକୁ ଓଦାକର
କୋୟା ବାକ୍ୟ (Koya Sentence): ଇଟ୍କି ଗାଡ଼ବା ପିଙ୍କ ନାହାଁମୁଟ୍
ଓଲଟି ପଡିବା
ପାଲୱେଡଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ପେଲି ଦେବାରୁ ଓଲଟି ପଡ଼ିଲି
କୋୟା ବାକ୍ୟ (Koya Sentence): ଉଣ୍ଡ ତୁର୍ସିତ୍ ତାଙ୍କ୍ ପାଲୱେଡ଼୍ଙ୍ଗି ରା’ଲତ୍ଥାନ୍
ଓସାର
ୱେଲ୍ପ୍ / ପାଲ୍
ଓହ୍ଲାଇବା