भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

କମ୍ବଲ

କାମ୍ବାଲ୍

କମେଇବା

ତାକ୍କୱାତୁଙ୍ଗାନାଦ

କମାରଶାଳ

କାମାର ଗୁଡ଼ସି

କଣ୍ଟା

କୋୟେ

କଢ

ବଡ୍ଡେ

କଠିନ

ଧୁର୍ଷ

କଟୁରୀ

କାସ୍‌ସେର୍ / ଏଟ୍‌ଟାଡ଼୍
ଓଡ଼ିଆ ବାକ୍ୟ (Odia Sentence): କଟୁରୀରେ କାଟିବା
କୋୟା ବାକ୍ୟ (Koya Sentence): କାସେର୍‌ତି କୋଇଦି କାଲ୍

କହିବା

କେତ୍‌ତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଆମେ ସମସ୍ତେ କହିବା
କୋୟା ବାକ୍ୟ (Koya Sentence): ମାନାଡ଼ ସାର ରିଣେର କେତ୍‌ତିକାଡ଼

କକ୍ଷ

କ ଗାଦ୍

କୋୟାଜାତି

କୋୟଓଡ଼

କଣ୍ଠ ସଂଙ୍ଗୀତ

ଲେଙ୍ଗ୍ ପାଟା

କଣ୍ଠ

ଲେଙ୍ଗ୍
ଓଡ଼ିଆ ବାକ୍ୟ (Odia Sentence): ତା’ର କଣ୍ଠସ୍ୱର ଭଲଲାଗେ
କୋୟା ବାକ୍ୟ (Koya Sentence): ଉନ୍‌ଲେଙ୍ଗ୍ ସୟମିନ୍ତେ

କରଜ ସୁଝିବା

ବା’କ୍ ଦେଃତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ବହୁତ ଦିନର କରଜ ଆଜି ସୁଝିଦେଲି
କୋୟା ବାକ୍ୟ (Koya Sentence): ନାନ୍ନ ସୁମ୍ମାରେ ରୋଜ୍‌କିନ୍ ବା’କ୍ ଦେନେତ୍‌ପାନ୍

କଷ୍ଟ ପାଇବା

କାଷ୍ଟାମ୍ ଦୋରକାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ବହୁତ କଷ୍ଟ ପାଇଛି
କୋୟା ବାକ୍ୟ (Koya Sentence): ନାକିଝିଂ ଗାଟି କାଷ୍ଟାମ୍ ଦୋରକଥା

କଷ୍ଟ

କାଷ୍ଟାମ୍ / ତିପ୍ପା
ଓଡ଼ିଆ ବାକ୍ୟ (Odia Sentence): କଷ୍ଟକଲେ ସୁଖ ମିଳେ
କୋୟା ବାକ୍ୟ (Koya Sentence): ତିପ୍ପା ଆତ୍ କି ସୁଖାମ୍ ଦୋରକୀତ୍

କହୁଣି

ଖୁଣ୍ଡୋଗାଇ
ଓଡ଼ିଆ ବାକ୍ୟ (Odia Sentence): ଭୀମର କହୁଣୀ ଛିଣ୍ଡିଲା
କୋୟା ବାକ୍ୟ (Koya Sentence): ଭୀମାନ୍ ଖୁଣ୍ଡୋଗାଇ ତେଗ୍‌ତ୍‌ଥା

କୁଟୁମ୍ବ

କୁଟମାମ୍

କାଠଯୋଡ଼ି

କାଠଯୋଡ଼ି

କାଠ

ୱେରକି

କାଠି

ଡୁଡ୍ଡି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App