भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

କାନ୍ଦିବା

କେୟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପିଲାଟି କାନ୍ଦୁଛି
କୋୟା ବାକ୍ୟ (Koya Sentence): ପିଲ୍ଲା କେୟୋମିଦି

କମ୍ପଜ୍ୱର

ସାଲଏଡ଼କ

କମ୍ପନ

ୱାଡ଼କାନାଦ୍

କନ୍ଦ

କାନ୍ଦାମାଟି

କଦଳୀ

କେଏଡ଼ା
ଓଡ଼ିଆ ବାକ୍ୟ (Odia Sentence): କଦଳୀ କଞ୍ଚା ଖିଆଯାଏ
କୋୟା ବାକ୍ୟ (Koya Sentence): କେଏଡ଼ା ପାଃନା ତିନ୍ଦା ନୋଙ୍କ ଆ’ଥା

କୋଦାଳ

ଗୁଦ୍‌ଦାତ୍
ଓଡ଼ିଆ ବାକ୍ୟ (Odia Sentence): କୋଦାଳରେ ମାଟି ହାଣ
କୋୟା ବାକ୍ୟ (Koya Sentence): ଗୁଦାଡ଼ ତି ମାଣ୍ଡୁଲ୍ କାହାମ୍

କାନ୍ଧ

ଭୂଜ୍‌ଜାମ୍ / ଆଟ୍ଟା
ଓଡ଼ିଆ ବାକ୍ୟ (Odia Sentence): କାନ୍ଧରେ ଓଜନ ବହିବା
କୋୟା ବାକ୍ୟ (Koya Sentence): ଭୂଜ୍‌ଜାମ୍‌ତି ଭାର୍‌ୱୁ କାଞ୍ଜାନାଦ୍

କାଦୁଅ

ବୁର୍‌ଦା

କ୍ରୋଧ

ଘାର୍‌ଞ୍ଜାନାଦ୍

କାନ୍ଥଚିତ୍ରରଙ୍ଗ

ନେଟାତ୍ ପୁଟୁଙ୍ଗ୍ ରାଙ୍ଗ୍

କନିଅରଫୁଲ

କିନୋର ପୁଙ୍ଗାର

କାନମୂଳ

କେୱଗୂଜା

କାନବିନ୍ଧା

କେଓନୋପ

କାନପଚା

କେୱକାଡ଼ାୟାନାଦ୍

କାନପୋଡ଼ା

କେୱବୋଶା

କାନ୍ଥଘଣ୍ଟା

ନେଟ୍ଟାଘଣ୍ଟା

କାନଫୁଲ

ବେ’ସ୍ତାର / କେୱମୁଦ୍‌ଦା
ଓଡ଼ିଆ ବାକ୍ୟ (Odia Sentence): କାନଫୁଲ ପିନ୍ଧ
କୋୟା ବାକ୍ୟ (Koya Sentence): ବେ’ସ୍ତାର / କେୱମୁଦ୍‌ଦା କେର୍‌ମୁଟ୍

କାନ

କେୱ
ଓଡ଼ିଆ ବାକ୍ୟ (Odia Sentence): କାନରେ ଶୁଣିବା
କୋୟା ବାକ୍ୟ (Koya Sentence): କେୱକୀନ୍ କେଞ୍ଜନାଦ୍

କପା

ଧୂଦ୍

କପାତେଲ

ଧୂଦ୍‌ନିୟ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App