भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

କାମକଲେ ଅନ୍ନମିଳେ

ପାଡ଼୍‌ୟତୁଙ୍କ କି ଆନ୍ନାମ୍ ଦରକୀପ୍

କୋମଳ

ମେତ୍‌ଥାଙ୍ଗ୍

କାର୍ଯ୍ୟବ୍ୟସ୍ତ

ଦାନ୍ଦା

କାର୍ଯ୍ୟ କରିବା

ପାଡ଼ଇ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଆମେ ଭଲ କାର୍ଯ୍ୟ କରିବା
କୋୟା ବାକ୍ୟ (Koya Sentence): ମାନ୍ନାଡ଼୍ ମେନ୍ତା ପାଡ଼ଇ ତୁଙ୍ଗିକା

କାରଖାନା

ମିଲ୍

କରିବା

ତୁଙ୍ଗନାଦ୍ / କିୟୋନାଦ୍

କୁରାଢି

ଗାଡ୍ଡେଲ୍
ଓଡ଼ିଆ ବାକ୍ୟ (Odia Sentence): କୁରାଢିରେ ହାଣ
କୋୟା ବାକ୍ୟ (Koya Sentence): ଗଡ୍ଡେଲ୍‌ଢି ନାଡ୍‌କାଟି

କିରାଣୀ

ରାସାନୋର

କିରୋସିନତେଲ

କିର୍‌ସ୍‌ନାଲ୍ / ମାଟିନିୟ

କରତ

ରାମ୍ପାମ୍
ଓଡ଼ିଆ ବାକ୍ୟ (Odia Sentence): କରତରେ ପଟା ଚିରିବା
କୋୟା ବାକ୍ୟ (Koya Sentence): ରାମ୍ପାଟି ବାଲ୍ଲା କୋଇଦାନାଦ୍

କାରାଗାର

କାୟିନ୍

କୋରିବା

କୀସ୍କନାଦ୍
ଓଡ଼ିଆ ବାକ୍ୟ (Odia Sentence): ନଡ଼ିଆଟି କୋରିଦିଅ
କୋୟା ବାକ୍ୟ (Koya Sentence): ଗୋବେରା ନାଡ଼େଲ୍ କୀସ୍ କୀମୁଟ୍

କରଞ୍ଜତେଲ

ଘାର୍‌ଞ୍ଜନିୟ

କଳସି

ମାଣ୍ଡୁଲକୁଣ୍ଡା

କଳାକାର

ୱାନେରା’ସାନୋର୍

କଳାଜୀରା

କାର୍‌ରୀ ଦିଞ୍ଚୁରକ୍

କୋଳ

ବୋର

କାଳିପୂଜା

କାଲିପାଣ୍ଡୁମ

କୁଲା

ଏ’ତ୍

କଲମ

କଲମ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App