Odia-Koya Sabdakosa
Published by Academi of Tribal Language and Culture, Govt. of Odisha
କଇଁଫୁଲ
ଏର୍ଦୁଲ୍ପା ପୁଙ୍ଗାର
କଇଁଚି
କାତ୍ତୀର୍
ଓଡ଼ିଆ ବାକ୍ୟ (Odia Sentence): କଇଁଚିରେ ବାଳ କଟାଯାଏ
କୋୟା ବାକ୍ୟ (Koya Sentence): କାତ୍ତୀର୍ ତେ କେଲ୍କ୍ କୋଇଦାନାଦ୍
କୋଇଲା
ଇର୍କୀ
କୋଇଲିର ରାବ / ଗୀତ ଶୁଣ
କୁମ୍ମା ଗୋରେଟ୍ ଲେଙ୍ଗ୍ କେଞ୍ଜାଟ୍
କାଉ
କା’କାଡ୍ / କା’କାର
ଓଡ଼ିଆ ବାକ୍ୟ (Odia Sentence): କାଉଟି ରାବୁଛି
କୋୟା ବାକ୍ୟ (Koya Sentence): କା’କାଡ୍ କେୟୋମିନ୍ତେ
କେଉଁଠି
କିକେନର
କିଏ ଦୁଆରଟି ମେଲାକରି ଚାଲିଗଲା
ବେନୋଣ୍ଡ ମାର୍ ତେରସ୍ ଆତ୍ଥୋଣ୍ଡ୍
କୁକୁର ଘର ଜଗେ
ନେଇ ଲୋନ୍କେ’ପିଥ୍
କୁକୁଡ଼ା
କୋର
ଓଡ଼ିଆ ବାକ୍ୟ (Odia Sentence): କୁକୁଡ଼ା ଡାକୁଛି
କୋୟା ବାକ୍ୟ (Koya Sentence): କୋର୍ କୂସୋମିନ୍ଦେ
କୁକୁଡ଼ା ମାଂସ
କୋର୍ଆୱଙ୍ଗ୍
କାକରା
ହାର୍ସେ
କ୍ରିକେଟ୍ ଖେଳାଳି
କ୍ରିକେଟ୍ କାରସାନଡ୍ ନୋଣ୍ଡ
କାକର
ଇମମାଟା / ମାସ୍
କର୍କଟ
କୁପୁମ
କ୍ରିକେଟ୍ ପଡ଼ିଆ
କ୍ରିକେଟ୍ ପର୍ୟି
କାଗଜକଳ
ପେପାରମିଲ
କାଗଜ
ସୀଟାକି
କାଠ
ୱେର୍କ
କାଚ ଜିନିଷ
ସିଶା ଇସ୍ତ୍ରେ
କେଞ୍ଚିବା