Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଖଟ
କାଟୁଲ୍
ଖଟା
ଫୁଲ୍ସ୍ଥା
ଖଟିବା
ତିପାଲ୍ / ତିପ୍ପା
ଓଡ଼ିଆ ବାକ୍ୟ (Odia Sentence): ସେ ଖଟୁଉଛି
କୋୟା ବାକ୍ୟ (Koya Sentence): ଓଣ୍ଡ୍ ତିପ୍ପାଲ୍ ଆସୋମିନ୍ଦେଣ୍ଡ
ଖଟେଇବା
ତିପ୍ପା ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋତେ ଖଟେଇଲା
କୋୟା ବାକ୍ୟ (Koya Sentence): ଓଣ୍ଡ୍ ନାକିଙ୍ଗ୍ ତିପାଲ୍ କିତ୍ଥୋଣ୍ଡ
ଖଡ଼ି
ପୁଲାମ୍
ଖଡୁ
ମୁର୍ଗୁମ୍
ଓଡ଼ିଆ ବାକ୍ୟ (Odia Sentence): ସେ ହାତରେ ଖଡୁ ପିନ୍ଧିଛି
କୋୟା ବାକ୍ୟ (Koya Sentence): ଭଣ୍ଡ କାଇଦା ମୁର୍ଗୁମ୍ କେର୍ତ୍ଥୋଣ୍ଡ
ଖଣି
ମାଣ୍ଡୁଲ୍ଲୋପିତାୱ୍
ଖଣିଜ
ଭୂମ୍ତାଗ୍ ଆନ୍ଦନାଞ୍ଚ୍
ଖଣ୍ଡନକରିବା
ଦେଃତ୍ଆନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁତୁଲି ଖଣ୍ଡନ କରିବା
କୋୟା ବାକ୍ୟ (Koya Sentence): ନୂଲ୍ ଦେଦେତା ନାଦ୍
ଖଣ୍ଡା
ସୂର୍ଗାସେର୍
ଖନା
ଧୋକା / ତୋତ୍ରୀ
ଖପରଖେଳ
କୁଉଠୁ କୁଉତୁକାର ସାନାଦ
ଖପୁରୀ
ନେତ୍ବୂଲା
ଓଡ଼ିଆ ବାକ୍ୟ (Odia Sentence): ସମସ୍ତଙ୍କ ମୁଣ୍ଡରେ ଖପୁରୀ ହାଡ ଅଛି
କୋୟା ବାକ୍ୟ (Koya Sentence): ସାର୍ରିତୋର୍ ତାଲ୍ଲାତା ନେତ୍ବୁଲା ମିନ୍ତେ
ଖବର କାଗଜ ପଢ
କାବୁର ସିଠି ସାଦୱାନାଦ
ଖବରଦେବା
କାବୁର୍ ଇଦାନାଦ୍
ଖର୍ଚ୍ଚ କରିବା
ଖାର୍ସ୍ କୀଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ସବୁଟଙ୍କା ଖର୍ଚ୍ଚ କରିଛି
କୋୟା ବାକ୍ୟ (Koya Sentence): ନାନ୍ନ ସାର୍ରି ଡାବକୁ ଖାର୍ସ୍ ତୁଙ୍ଗତଥାନ୍
ଖସାତେଲ
ଅଗୋନିୟ୍
ଖସିବା
ପିସ୍କ୍ଆରଦ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ଖସିପଡ଼ିଲା
କୋୟା ବାକ୍ୟ (Koya Sentence): ପିସ୍କ୍ଆର୍ତ୍ଥୋଣ୍ଡ
ଖାଇବା
ତିନ୍ଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଖାଇବି
କୋୟା ବାକ୍ୟ (Koya Sentence): ନାନ୍ନା ତିନ୍ଥାନ୍
ଖାକୀ