भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଗୁରୁ

ଗୁରଜୀ, ୱାଡ୍ଡେ

ଗୁରୁଜୀଙ୍କୁ ପ୍ରଣାମ କର

ଗୁରୁଜୀଙ୍କ ମୋଡ୍‌କାଟ୍

ଗୁଲି ଖେଳିବା

ଇତି ପେଡେକ୍ କାରସାନାଦ୍

ଗୁଳି

ରାୱା

ଗୁଳି କରିବା

ପୋଡ଼୍‌ସ୍‌ନାଦ୍

ଗୁଳିମାରିବା

ତୁପାଇତି ୱାଡ଼୍‌ସ୍‌ନାଦ୍
ଓଡ଼ିଆ ବାକ୍ୟ (Odia Sentence): ଗାନ୍ଧୀଜୀଙ୍କୁ ଗୁଳିକରି ମାରିଦେଲା
କୋୟା ବାକ୍ୟ (Koya Sentence): ଗାନ୍ଧୀତା’ତାଙ୍କ୍ ଚୁପାଇତି ୱାଡ଼୍‌ସ୍ ଥୋଣ୍ଡ୍

ଗୁହାରି କରିବା

ମଡକ୍‌ନାଦ୍

ଗୁହାଳ

ଗୋଡ଼କ ମାଳାନାଦ୍

ଗୁହାଳ

ଗୋଡ଼୍‌କିନ୍ ପା’କା

ଗୂଆ

ସୁପାର୍‌ଗିଞ୍ଜା

ଗୃହପାଳିତ

ଲୋନ ପର୍‌ପାନାୱ

ଗୃହସ୍ଥ

ଲୋହପନୋର

ଗେଣ୍ଡୁଫୁଲ

ବାନ୍ତିଫୁଙ୍ଗାର

ଗୋଇଠା ମାରିବା

ତାନ୍ଧାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଗାଇ ମୋତେ ଗୋଇଠା ମାରିଲା
କୋୟା ବାକ୍ୟ (Koya Sentence): ଗୋଡ଼ ନାକିଙ୍ଗ୍ ତାନ୍ଦିଇତ୍‍ଥା

ଗୋଇନ୍ଦା

ଆର୍‌ଦେ ୱାଦାନ୍‌ଡଙ୍ଗା

ଗୋଡ

କା’ଲକ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଦୁଇଟି ଗୋଡ
କୋୟା ବାକ୍ୟ (Koya Sentence): ନାକିଙ୍ଗ୍ ରେଣ୍ଡ କାଲକ୍ ମିନ୍ତେ

ଗୋଡ଼ି

ଗୁଣ୍ଡୁମ

ଗୋଡ଼େଗୋଡ଼େ ଜଗିବା

ଫେର୍‌କେ ଫେରକେ ମାନ୍ଦାନାଦ୍

ଗୋପାଳ ତାଙ୍କ ବେକକୁ ଧରିଲା

ଗୋପାଳ ଅଙ୍କ ଗୁଢଙ୍କାତିଙ୍ଗ୍ ପୋଇତ୍‌ଥୋଣ୍ଡ

ଗୋପାଳ ସାଇକେଲ ଚଢିପାରେ

ଗୋପାଳ ସାଇକେଲ୍ ତାର୍‌ରା ପାରଦ୍ ଥୋଣ୍ଡ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App