Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଗଇନ୍ତି
ପିକ୍କୋସ୍
ଓଡ଼ିଆ ବାକ୍ୟ (Odia Sentence): ଗଇନ୍ତିରେ ଗାତ ଖୋଳିବା
କୋୟା ବାକ୍ୟ (Koya Sentence): ପିକ୍କୋସ୍ତି ଗୁଇନ୍ଦା / ଓର୍ରି ଡେୱାନାଦ୍
ଗଉଡ଼
ଗୋଲା
ଗଛଟିକୁ କାଟିପକାଅ
ମାଡାତିଙ୍ଗ୍ ନାଡକି ଏସାଟ୍
ଗଛରୁ ଗୋଟିଏ ଡାଳ କାଟିଦିଅ
ମାଡାତିନ୍ନା ଅଣ୍ଡଇ କମ୍ମା ନାଡକାଟ୍
ଗଛରେ ଚଢ
ମା’ରାତା ତାର୍ରାଟ୍
ଗଛଲଗାଇବା
ମା’ରା ଉର୍ଷ୍କାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଗଛ ଲଗାଇବି
କୋୟା ବାକ୍ୟ (Koya Sentence): ନାନ୍ନା ମା’ରା ଉର୍ଷ୍କଥାନ୍
ଗଞ୍ଜି
ଜାବାଲ କୁସାମ୍ / ଜାବାଲ୍ ସକ୍କା
ଗଡ଼ିବା
ପରଲାନାଦ
ଗଢିବା
ତୁଙ୍ଗାନାଦ୍
ଗଣକ
ଲେଖାୱାଟାନଣ୍ଡ
ଗଣନା କରିବା
ଲେକ୍କା ୱାଟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଗଣନ କରିଲେଖ
କୋୟା ବାକ୍ୟ (Koya Sentence): ଲେକାୱାଟି ରା’ସାଟ୍
ଗଣେଷ ପୂଜା
ଗଣେଷ ପାଣଣ୍ଠୁମ
ଗଣ୍ଟିବାତ
ଭୋଟମିଣ୍ଡା ନୋପ
ଗଣ୍ଠି
ଖିଲକ୍
ଗଣ୍ଠିଟିଖୋଲ
ପାଟ୍ଲେମ୍
ଗଦି
ଗାଦା
ଗଦି
ଗାଦା
ଗନ୍ଧକ
ତୁପାଇମାତି
ଗପସପ କରନାହିଁ
ୱେସୋଡ଼୍ କେଲ୍ମାଟ୍
ଗମ୍ବୁଜ