Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଘଣ୍ଟା
ଘାଣ୍ଟା
ଘନନୀଳ
ଘାଟୀନୀଲାପ୍
ଘର
ଲୋନ୍
ଘର ଛପର କରିବା
ଲୋନ୍ୱେ’ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଭୀମ ଘର ଛପର କରୁଅଛି
କୋୟା ବାକ୍ୟ (Koya Sentence): ଭୀମାଲ୍ ଲୋନ୍ ୱେ’ସୋମିନ୍ଧେଣ୍ଡ
ଘରକୁଚାଲ
ଲୋନଦାୟ
ଘରେରହ
ଲୋନମାନ୍
ଘରୋଇ ଯୁଦ୍ଧ
ଲୋତ୍ଥାମାଇଦେଲ୍
ଘଷିବା
ନୋହିଁଙ୍କନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୋତେ ଘଷି ଦିଅ
କୋୟା ବାକ୍ୟ (Koya Sentence): ନାକିଙ୍କ୍ ନୋହିଁକିମ୍
ଘା
ପୁଣ୍ଡ
ଘାସ କାଟିବା
ଗାଡ଼ କୋଇଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ସକାଳସକାଳ ଘାସ କାଟିବାକୁ ଯାଏ
କୋୟା ବାକ୍ୟ (Koya Sentence): ନାନ୍ନା ୱେରୱୋକ୍ ୱେରୱେକ୍ ଗାଡ଼୍ କୋଇଦାନୋଙ୍କ ଆନ୍ନାନ୍
ଘିମିରି
ଉର୍ବଗାଦ୍
ଘୁଙ୍ଗୁଡି ମାରିବା
ଗୁର୍ରାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୋ ବାପା ଘୁଙ୍ଗୁଡି ମାରନ୍ତି
କୋୟା ବାକ୍ୟ (Koya Sentence): ମା’ବାବାଲ୍ ଗୁର୍ରୀ ଥୋଣ୍ଡ
ଘୁଞ୍ଚିବା
ଗୁସ୍ସାନାଦ
ଓଡ଼ିଆ ବାକ୍ୟ (Odia Sentence): ପଛକୁ ଘୁଞ୍ଚ
କୋୟା ବାକ୍ୟ (Koya Sentence): ପେ’ରକେ ଗୁସ୍ସାଟ୍
ଘୁମାଇବା
ଉଡ଼ପାନାଦ୍
ଘୁଷୁରୀ
ପାଦି
ଘୂରିବା
ତିଡ଼୍ୟାନାଦ୍ଗାଁ / ଉଡ଼୍ଡ଼ାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପୃଥିବୀ ଘୁରୁଛି
କୋୟା ବାକ୍ୟ (Koya Sentence): ଲୋକାମ୍ ଉଡ଼ଡୋ ମିନ୍ଦି
ଘୂର୍ଣ୍ଣିବାୟୁ
ଉର୍ଗାଲ
ଘୃଣା କରିବା
ଏର୍ନ୍ଦାୱାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋତେ ଘୃଣାକରେ
କୋୟା ବାକ୍ୟ (Koya Sentence): ଉଣ୍ଡ ନାକିଙ୍କ୍ ଏର୍ନ୍ଦୋଣ୍ଡ
ଘୋଡ଼ା
ଗୁର୍ରାମ
ଘୋଡ଼ାଚଢିବା