भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଛୁଞ୍ଚି

ସୁଜ୍
ଓଡ଼ିଆ ବାକ୍ୟ (Odia Sentence): ଛୁଞ୍ଚିରେ କପଡ଼ା ଚଲାଅ
କୋୟା ବାକ୍ୟ (Koya Sentence): ସୂଜ୍ ତି ସିଲେ କୋଟ୍‌ଟାଟ୍

ଛୁରି ମାରିବା

ସୁରୁଟ୍ କଟ୍ଟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଡାକୁଟିଏ ଛୁରି ମାରିଲା
କୋୟା ବାକ୍ୟ (Koya Sentence): ଡେଙ୍ଗାଲ୍ ସ୍ୱରୁଟ୍ କୋଟ୍ ଥୋଣ୍ଡ

ଛୁରୀ

ସୂରୁମ୍

ଛେଣି

ଉଲ୍

ଛେପ ପକାଇବା

ଉସୁଲ୍ ଉସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଘର ଭିତରେ ଛେପ ପକାଇବା ନାହିଁ
କୋୟା ବାକ୍ୟ (Koya Sentence): ଲୋନ୍ ଲୋପେ ଉସୁଲ୍ ଉସ୍ପାନାଦ୍ ଇଲ୍ଲୋ

ଛୋଟ

ସୁଡ୍ଡୂଲୋଣ୍ଡ

ଛୋଟ ଭଉଣୀ

ଏଲାଡ଼୍

ଛୋଟ ଭାଇ

ଥାମୁଣ୍ଡ

ଛୋଟା

କୁଟାଲ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App