भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous12Next >

ଛଣା

କୋୟାଲ/ପିସିଲ

ଛତା

ଗୋଡ଼୍‌ଗ୍ / ଛାତା
ଓଡ଼ିଆ ବାକ୍ୟ (Odia Sentence): ଛତା ଗୁଡ଼ାଅ
କୋୟା ବାକ୍ୟ (Koya Sentence): ଗୋଡ଼୍‌ଗ୍ ମୁସ୍‌ସାଟ୍

ଛତୁଆ

କୁ୍ଚକ୍

ଛପିବା

ମିଂସ୍‌ପୀନାଦ୍

ଛଳନା

ଗାତିକିଦ୍‌ନାଦ୍

ଛଳନା କରିବା

ନାଡ଼ସ୍ପାସ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ଓଟକି ଛଳନା କରିବା

ଛାଉଣୀ

ବାସ୍‌ସା

ଛାଡ଼ିଦିଅନାହିଁ

ୱିଡ଼୍‌ସାମା

ଛାଡ଼ିବା

ୱିଡ଼୍‌ସ୍‌ନାଦ୍

ଛାଣିବା

କା’ର୍‌ମାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଅଟା ଛାଣିବା
କୋୟା ବାକ୍ୟ (Koya Sentence): ପିଣ୍ଡ କା’ର୍‌ମାନାଦ୍

ଛାତ

ଆଟ୍ଟୁମ୍

ଛାତ ଉପୁଡ଼ି ପଡ଼ିଲା

ଆଟ୍‌ଟୁମ୍ ଗିଲଗାଲ୍ ଆତ୍‌ରା

ଛାତତଳ

ଆଟ୍ଟୁମ୍ ଆଡ଼୍‌ଗେ

ଛାତି

ଗୁଣ୍ଡେ
ଓଡ଼ିଆ ବାକ୍ୟ (Odia Sentence): ଛାତି ଧକ୍ ଧକ୍ କରୁଛି
କୋୟା ବାକ୍ୟ (Koya Sentence): ଗୁଣ୍ଡେ ଧାକ୍ ଧାକ୍ ଆସୋମିନ୍ଦେ

ଛାତି ଫୁଲାଇ ଚାଲିବା

ୱେରୱୁ କୋଟାମ୍ ଆଦାନାଦ୍

ଛାତ୍ରାବାସ

ପିଲାନ ଆଶ୍ରମ

ଛାପିବା

ଆଦ୍‌ମାନାଦ୍

ଛିଡ଼ାହେବା

ନିତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ନିଜ ଗୋଡରେ ଛିଡ଼ାହେବି
କୋୟା ବାକ୍ୟ (Koya Sentence): ନାନ୍ନା ନା’ କାଲ୍‌ଦେ ନିତ୍‌ତିଥାନ୍

ଛିଣ୍ଡାଲୁଗା

ଗାଣ୍ଡୋଲ୍
ଓଡ଼ିଆ ବାକ୍ୟ (Odia Sentence): ଛିଣ୍ଡାଲୁଗା ପିନ୍ଧ ନାହିଁ
କୋୟା ବାକ୍ୟ (Koya Sentence): ଗାଣ୍ଡଲ୍‌ସିଲ୍ ଉରସାମାଟ୍

ଛୁଇଁବା

ଇଟ୍‌ନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ତାକୁ ଛୁଇଁଲି
କୋୟା ବାକ୍ୟ (Koya Sentence): ନାନ୍‌ଓଙ୍କ ଇଟ୍‌ଥାନ୍
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App