Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଛଣା
କୋୟାଲ/ପିସିଲ
ଛତା
ଗୋଡ଼୍ଗ୍ / ଛାତା
ଓଡ଼ିଆ ବାକ୍ୟ (Odia Sentence): ଛତା ଗୁଡ଼ାଅ
କୋୟା ବାକ୍ୟ (Koya Sentence): ଗୋଡ଼୍ଗ୍ ମୁସ୍ସାଟ୍
ଛତୁଆ
କୁ୍ଚକ୍
ଛପିବା
ମିଂସ୍ପୀନାଦ୍
ଛଳନା
ଗାତିକିଦ୍ନାଦ୍
ଛଳନା କରିବା
ନାଡ଼ସ୍ପାସ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ଓଟକି ଛଳନା କରିବା
ଛାଉଣୀ
ବାସ୍ସା
ଛାଡ଼ିଦିଅନାହିଁ
ୱିଡ଼୍ସାମା
ଛାଡ଼ିବା
ୱିଡ଼୍ସ୍ନାଦ୍
ଛାଣିବା
କା’ର୍ମାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଅଟା ଛାଣିବା
କୋୟା ବାକ୍ୟ (Koya Sentence): ପିଣ୍ଡ କା’ର୍ମାନାଦ୍
ଛାତ
ଆଟ୍ଟୁମ୍
ଛାତ ଉପୁଡ଼ି ପଡ଼ିଲା
ଆଟ୍ଟୁମ୍ ଗିଲଗାଲ୍ ଆତ୍ରା
ଛାତତଳ
ଆଟ୍ଟୁମ୍ ଆଡ଼୍ଗେ
ଛାତି
ଗୁଣ୍ଡେ
ଓଡ଼ିଆ ବାକ୍ୟ (Odia Sentence): ଛାତି ଧକ୍ ଧକ୍ କରୁଛି
କୋୟା ବାକ୍ୟ (Koya Sentence): ଗୁଣ୍ଡେ ଧାକ୍ ଧାକ୍ ଆସୋମିନ୍ଦେ
ଛାତି ଫୁଲାଇ ଚାଲିବା
ୱେରୱୁ କୋଟାମ୍ ଆଦାନାଦ୍
ଛାତ୍ରାବାସ
ପିଲାନ ଆଶ୍ରମ
ଛାପିବା
ଆଦ୍ମାନାଦ୍
ଛିଡ଼ାହେବା
ନିତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ନିଜ ଗୋଡରେ ଛିଡ଼ାହେବି
କୋୟା ବାକ୍ୟ (Koya Sentence): ନାନ୍ନା ନା’ କାଲ୍ଦେ ନିତ୍ତିଥାନ୍
ଛିଣ୍ଡାଲୁଗା
ଗାଣ୍ଡୋଲ୍
ଓଡ଼ିଆ ବାକ୍ୟ (Odia Sentence): ଛିଣ୍ଡାଲୁଗା ପିନ୍ଧ ନାହିଁ
କୋୟା ବାକ୍ୟ (Koya Sentence): ଗାଣ୍ଡଲ୍ସିଲ୍ ଉରସାମାଟ୍
ଛୁଇଁବା