Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଠକ
ଭଲ୍ଲାନୋଣ୍ଡ / ଭଲୂଡ଼୍
ଠକିବା
ଦୋଲ୍ଲାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋତେ ଠକିଦେଲା
କୋୟା ବାକ୍ୟ (Koya Sentence): ଉଣ୍ଡ ନାକ୍ ବୋଲ୍ଲିସ ଥୋଣ୍ଡ୍
ଠକ୍ ଠକ୍ କରିବା
ଠକ୍ ଠକ୍ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): କବାଟକୁ ଠକ୍ ଠକ୍ କର
କୋୟା ବାକ୍ୟ (Koya Sentence): ମା’ର୍ଦିଙ୍କ୍ ଠକ୍ ଠକ୍ ତୁଙ୍ଗାଟ୍
ଠାକୁରଙ୍କ ନିକଟଙ୍କୁ ଯାଇ ପ୍ରଣାମ କଲେ
ଦେୱୁଡ଼୍ ଗାର୍ରେ ଆଞ୍ଜ ମକ୍କ ତୋଣ୍ଡ୍
ଠିଆହୁଅ
ନିଲ୍ମ୍
ଠିକାଦାର
ଠିକାଦାର
ଠିକ୍
ସାୟା
ଓଡ଼ିଆ ବାକ୍ୟ (Odia Sentence): ଠିକ୍ କରି ଲେଖ
କୋୟା ବାକ୍ୟ (Koya Sentence): ସାୟା ରା’ସାଟ୍
ଠେଙ୍ଗା
ଠେଙ୍ଗା
ଓଡ଼ିଆ ବାକ୍ୟ (Odia Sentence): ଠେଙ୍ଗାରେ ମାରିବା
କୋୟା ବାକ୍ୟ (Koya Sentence): ଠେ’ଙ୍ଗତେ ୱାଡ଼୍ସ୍ନାଦ୍
ଠେଲିଦେବା