भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଡରନାହିଁ

ୱେର୍‌ମା

ଡରିବା

ୱେରଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୋତେ ରାତିରେ ବହୁତ ଡରଲାଗେ
କୋୟା ବାକ୍ୟ (Koya Sentence): ନାକିଙ୍କ୍ ସୀକାଟ ୱେରଦା ୱାହାତିଥି

ଡାକ ବଙ୍ଗଳା

ଡାକ୍ ବାଙ୍ଗଲା

ଡାକବାଲା ଆସିଲାଣି ଦେଖ

ଡାକ୍ ଅଦ୍‌ନନ୍ ୱାତନ୍‌ଏ ଉଡୁ

ଡାକିବା

କାରଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସମସ୍ତଙ୍କୁ ଡାକ
କୋୟା ବାକ୍ୟ (Koya Sentence): ସାରରି ତୋରକ୍ କାରଙ୍ଗାଟ୍

ଡାକ୍ତର

ଡାକସାର
ଓଡ଼ିଆ ବାକ୍ୟ (Odia Sentence): ଡାକସାର

ଡାକ୍ତର ନାଡ଼ି ଦେଖିଲେ

ଡାକ୍‌ତା’ରୀ ନାରାସ୍କ୍ ଉଡ଼୍‌ତ୍‌ଥୋଣ୍ଡ
ଓଡ଼ିଆ ବାକ୍ୟ (Odia Sentence): ଡାକ୍‌ତା’ରୀ ନାପାସ୍କ୍ ଉଡ଼୍‌ତ୍‌ଥୋଣ୍ଡ

ଡାକ୍ତରଖାନା

ଆସପାତାଲ
ଓଡ଼ିଆ ବାକ୍ୟ (Odia Sentence): ଆସପାତାଲ

ଡାମରା କାଉ

ଡାମୋର
ଓଡ଼ିଆ ବାକ୍ୟ (Odia Sentence): ଡାମରା କାଉ ମାଂସ ଖାଏ
କୋୟା ବାକ୍ୟ (Koya Sentence): ଡାମୋର ଆଉଙ୍ଗ୍ ତିନ୍‌ଥା

ଡାମ୍ଫଣ

ପା’ରୁଜୁମ୍

ଡାଲିଭାତ ଖାଅ

ଫାପ୍ ଦୋଡା ଡିନ୍‌ନୂଟ୍

ଡିଜେଲ୍

ଡିଜେଲ୍
ଓଡ଼ିଆ ବାକ୍ୟ (Odia Sentence): ଡିଜେଲ୍

ଡେଇଁବା

ଲାଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପିଲାଟି ଖାଲରେ ଡେଇଁଲା
କୋୟା ବାକ୍ୟ (Koya Sentence): ପିଲ୍ଲା ଅର୍‌ରିତା ଲାଙ୍ଗତ୍‌ଥା

ଡେଉଁରିଆ

ତାବିସ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App