भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ତାଙ୍କର ଠିକଣା ଟିପିଦିଅ

ଉରାଦ୍ ନାରଦା ପେଦେର୍‌ଲେକି ଇମୁ’ଟ୍

ତାଙ୍କର ଦୃଷ୍ଟି ଶକ୍ତି କମି ଆସୁଛି

ଅନ୍ନାଦ୍ ଉଡ଼ାନ୍ ଖାଣ୍ଡକିନ୍ ୱେସ୍ ତାକ୍‌ୱା ଆସାମିନ୍ଦେ

ତାଙ୍କର ଦୃଷ୍ଟି ଶକ୍ତି ଭଲ ଅଛି

ଅନ୍ନାଦ୍ ଉଡ଼ାନ୍ ଖଣ୍ଡା ୱେସ୍ ନେଲ୍ଲାମିନ୍ତେ

ତାଙ୍କର ମୁଣ୍ଡରୁ ଟୋପି ଖସି ପଡ଼ିଲା

ଉନ୍ ତାଲ୍‌ତଲାତ୍ ଟୋପ୍ କୁସଶି ରା’ଲତ୍‌ଥା

ତାଙ୍କୁ ଘରଭଡ଼ା ଛାଡ଼ିଦିଅ

ଉଙ୍କ୍ ଲୋନ୍ ବା’ ଡଗି ୱିଡ଼୍‌ସି ମୂଟ

ତାଙ୍କୁ ଡାକିଲେ ସେ ଶୁଣନ୍ତି ନାଇଁ

ଅକିଶ୍ ଡାରଂକେ ଅଣ୍ଡ୍ କେଞ୍ଜଣ୍ଡ

ତାଙ୍କୁ ଡାକିଲେ ସେ ଶୁଣି ପାରିବେ

ଅକିଙ୍ଗ୍ କାର୍‌କେ ଅଣ୍ଡ୍ କେଞ୍ଜାପାର୍‌ତ୍‌ଣୋଣ୍ଡ

ତାଙ୍କୁ ତାରିଫ୍ କରି କହ

ଉଙ୍କ୍ ନେଲତଣ୍ଡ ଇଞ୍ଜ କେଲାଟ୍

ତାଙ୍କୁ ନିଦରୁ ଉଠାଅ

ଅକିଙ୍ଗ୍ ଉସ୍‌କାଡ଼ାତିନା ତେମୁଟ୍

ତାଙ୍କୁ ବାଟ ଛାଡ଼ିଦିଅ

ଉଙ୍କ୍ ଆର୍ ୱିଡ଼ସ୍ ଇମୁଟ୍

ତାଟିଆ

କସ୍‌ଗିନେ

ତାପମାନ ଯନ୍ତ୍ର

ତଡ଼କଖଳସାନାଦ

ତାର

ତି’ଗେ

ତାର

ଅନାଦ୍

ତାର ଖପରା ଘର ଅଛି

ଉଙ୍କ୍ ଖାପ୍‌ରା ଲୋନ୍ ମିନ୍ଧି

ତାଲ୍ଲା

କାପ୍ପା

ତାଳଗଛ

ତାଡ଼୍ ମା’ରା
ଓଡ଼ିଆ ବାକ୍ୟ (Odia Sentence): ତାଳଗଛ ବହୁତ ଲମ୍ବା
କୋୟା ବାକ୍ୟ (Koya Sentence): ତାଡ୍ ମା’ରା ଗାଟ୍ଟି ପୋଡ଼ଗୁ

ତାଳଫଳ

ମୁଞ୍ଜାପାଣ୍ଡ
ଓଡ଼ିଆ ବାକ୍ୟ (Odia Sentence): ତାଳଫଳ ମିଠା ଲାଗେ
କୋୟା ବାକ୍ୟ (Koya Sentence): ମୁଞ୍ଜା ପାଣ୍ଡ୍ ସାୟ ମିଙ୍ଗିତ୍

ତାଳମଞ୍ଜା

ମୁଞ୍ଜାମା’ଟ
ଓଡ଼ିଆ ବାକ୍ୟ (Odia Sentence): ତାଳମଞ୍ଜା ଖାଇ ହୁଏ
କୋୟା ବାକ୍ୟ (Koya Sentence): ମୁଞ୍ଜାମା’ଟ ତିନ୍ ନା’ଥା

ତାଳରସ

ତା’ଡ଼୍‌ଗାଲ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App