Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ତଉଲିଆରେ ହାତ ପୋଛ
ଗାଣ୍ଡୋଲତି / ତୁୱାଲ୍ତେକାୟ୍ ଉସ୍ପା (ଉମ୍ସା)
ତକିଆ
ତାଲପା
ତଡ଼ିବା
ତୋଲ୍ନାଦ୍ / ପୂଡନାଦ୍
ଓଡ଼ିଆ ବାକ୍ୟ (Odia Sentence): କୁକୁଡ଼ାଟିକୁ ତଡ଼ି ଦିଅ
କୋୟା ବାକ୍ୟ (Koya Sentence): କୋରଦିଙ୍କ ତୋଲାଟି
ତତାଇବା
କା’ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ତେଲକୁ ଗରମ କର
କୋୟା ବାକ୍ୟ (Koya Sentence): ନିୟ୍ଦିଙ୍କ କା’ପିଚି
ତପସ୍ୟା
ମୃଙ୍ଗନାଦ୍
ତମ୍ବା
ତାମା
ତରଙ୍ଗ
ତୋଲୁକୁମ୍
ତର୍ଜନୀ
ଯୁଜହାୱାଣ୍ଡଞ୍ଜ
ତଳଓଠ
ଆଡ଼ଗେଟ୍ ସୋଣ୍ଡୀ
ତଳମହଲା
ଆଡ଼ଗେଟ ମେଡ଼ା
ତଳିପା
ପାଦାମ
ତଳିପେଟ
ବୋଡ଼ି ମଦଲ
ତଳେ
ନେ’ଲ
ତାକୁ ସବୁ ଜାଗା ଛାଡ଼ିଦିଅ
ଉଙ୍କ୍ ସାର୍ରି ପରୟା ୱିଡ଼ସିମ୍ଭଟ
ତାଙ୍କ ଜନ୍ମଦିନ ଗୁରୁବାର ପଡୁଛି
ଉନ୍ ପୁଟ୍ଟିନ୍ ରୋଜ୍ ଲାଚ୍ଚିୱାରମ୍
ତାଙ୍କ ନାଁରେ ଚୁଗୁଲି କରନାହିଁ
ଅର୍ ପେଦେରେତେ ପେର୍ଲାମା’ଟ୍
ତାଙ୍କ ପାଇଁ କହ
ଅର୍ ମାଇଜିଙ୍କ୍ କେଲା
ତାଙ୍କ ବହି ତାଙ୍କୁ ଫେରାଇ ଦିଅ
ଅନାଦ୍ ପୁସ୍ତାମ୍ ଉକିଙ୍କ୍ ମାଲ୍ପିମ୍
ତାଙ୍କ ଭୁଲ୍ଟା ଧରା ପଡ଼ିଲା
ଉନ୍ କାୱୂଡ଼୍ ଧରକି ଆତ୍’ଥା
ତାଙ୍କ ମନ କଷ