Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଥକିବା
ଅମୱାନାଦ
ଥକ୍କା ମାରିବା
ଆଇୱାନାଦ୍
ଓଡ଼ିଆ ବାକ୍ୟ (Odia Sentence): କାମ କରି କରି ଥକ୍କା କାରୁଛି
କୋୟା ବାକ୍ୟ (Koya Sentence): ପାଡ଼ିୟ୍ତୁଙ୍ଗି ତୁଙ୍ଗି ଆଇତ୍ଥାନ୍
ଥଟ୍ଟା କରିବା
ମା’ରାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପଦିଆକୁ ସମସ୍ତେ ଥଟ୍ଟା କରନ୍ତି
କୋୟା ବାକ୍ୟ (Koya Sentence): ପଦିଆଙ୍କ ସାର୍ରି ତୋର ମା’ରିତୋର
ଥଣ୍ଟ
ମୁଲ୍ଲର / ମୁସ୍କୀଡ୍
ଓଡ଼ିଆ ବାକ୍ୟ (Odia Sentence): ଶୁଆର ଥଣ୍ଟ ଭାରି ସୁନ୍ଦର
କୋୟା ବାକ୍ୟ (Koya Sentence): କେରୟାଡ଼ତା ମୁସ୍କିଡ଼ ଗାଟ୍ଟିସାୟ
ଥଣ୍ଡା
କିର୍ଙ୍ଗଥା
ଓଡ଼ିଆ ବାକ୍ୟ (Odia Sentence): ଖରାଦିନରେ ଥଣ୍ଡା ପିଇବାକୁ ଭଲଲାଗେ
କୋୟା ବାକ୍ୟ (Koya Sentence): ସାଲକାଲାମ୍ କିର୍ଙ୍ଗଥାନାଦ୍ ଉଣ୍ଡା ନୋଙ୍କ୍ ଗାଟ୍ଟିସାୟା
ଥରିବା
ୱାଡ଼୍କାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଥଣ୍ଡାରେ ଥରୁଛି
କୋୟା ବାକ୍ୟ (Koya Sentence): ନାନ୍ନା ସାଲଦି ୱା’ଡ଼୍ କୋମିଦେନ୍
ଥାପୁଡ଼େଇବା
ଫେ’ଞ୍ଚାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ପିଲାଟିକୁ ଥାପୁଡ଼େଇଛି
କୋୟା ବାକ୍ୟ (Koya Sentence): ନାନ୍ନା ପିଲ୍ଲାତଙ୍କ୍ ଫେ’ଞ୍ଚଥାନ୍
ଥାଳି