Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଦଉଡ଼ି
ନଡ଼େ
ଦଉଡ଼ିବା
ମିର୍ରାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଗୋଟିଏ କିଲୋମିଟର ଦୌଡ
କୋୟା ବାକ୍ୟ (Koya Sentence): ଅଣ୍ଡୟ / ଅରାଟ୍ କିଲୋମିଟର ମିର୍ରାଟ
ଦଣ୍ଡଦେବା
ତିପ୍ପା ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଯେଉଁ ପିଲାମାନେ ଅମାନ୍ୟ ହେବେ ସେମାନଙ୍କୁ ଦଣ୍ଡଦେବା
କୋୟା ବାକ୍ୟ (Koya Sentence): ଦେ’ନା ପିଲ୍ଲା ଗୋଟ୍ଟି କେଞ୍ଜୋୱ’ଙ୍କ୍ ତିପ୍ପା ତୁଙ୍ଗାନାଦ୍
ଦମନ କରିବା
ନାଷ୍ଟାମ କୀଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ହନୁମାନ ଲଙ୍କାକୁ ଦମନ କରିଦେଲା
କୋୟା ବାକ୍ୟ (Koya Sentence): ହନୁମାନ / ମୂଞ୍ଜ ଲଙ୍କାତିଙ୍କ୍ ନାଷ୍ଟାମ କୀଶିତ୍ଥା
ଦୟା
ଉସ୍ସୁର୍
ଦୟା କରିବା
ପୁନେମ୍ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଦୟାକରି ତୁମ୍ଭେ ମାନେ ପାଟି କରିବ ନାହିଁ
କୋୟା ବାକ୍ୟ (Koya Sentence): ପୁନେମ୍ ଆ’ସୁ ମୀର୍ ରା’ମ୍ପ ପୋୟମାଟ୍
ଦୟାଳୁ
ପୁନେମ୍ତଣ୍ଡ / ପିରେତଣ୍ଡ
ଦର କମେଇବା
ମୋଲାତାକ୍କୱା ତୁଙ୍ଗାନାଦ
ଦରକାର
କାୱାଲ୍
ଓଡ଼ିଆ ବାକ୍ୟ (Odia Sentence): କୋୟା ସମାଜକୁ ଉନ୍ନତି କରିବା ଦରକାର
କୋୟା ବାକ୍ୟ (Koya Sentence): କୋୟା କୁଲାମ୍ / ସା’ମାଜତିଙ୍କ ତେଲୱୁ ତୁଙ୍ଗାନାଦ୍ କାୱାଲ୍
ଦରଖାସ୍ତ କରିବା
ସୀଠ୍ ରା’ସାନାଦ
ଓଡ଼ିଆ ବାକ୍ୟ (Odia Sentence): ଘରକୁ ଯିବାପାଇଁ ଦରଖାସ୍ତ କରିବା
କୋୟା ବାକ୍ୟ (Koya Sentence): ଲୋନ୍ ଆଦାନ୍ସେଙ୍ଗା ସୀଠ୍ ରାସିକା
ଦରଜା / କବାଟ ଖୋଲ
ମାର୍ / ତାଲ୍ପତିସା / ମାର୍ତେରମ୍
ଦରଜୀ
ସିଲେକଟ୍ଟାନର
ଦଳ
ମାନ୍ଧା
ଦଶହରା
ଦଶହରା ପାଣ୍ଡୁମ୍
ଦଶହରା
ଦଶହରା ପାଣ୍ଡୁମ୍
ଦାଆ
ବାଣ୍ଡା କାସ୍ସେର
ଓଡ଼ିଆ ବାକ୍ୟ (Odia Sentence): ଦାଆରେ ହାଣିବା
କୋୟା ବାକ୍ୟ (Koya Sentence): ବାଣ୍ଡା କାସ୍ସେର ତେ ନାଡ଼କ୍ନାଦ୍
ଦାଗ
ଗାରା / ଦାଗ୍
ଦାଢି
ଉଥ୍ପାଡ୍ଡମ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଦାଢି ବାହାରିଲା
କୋୟା ବାକ୍ୟ (Koya Sentence): ନା’କ୍ ଉତ୍ ଗାଡ୍ଡୋଜ୍ ପେ’ଇତ୍ଥା
ଦାଣ୍ଡ ଦୁଆର
ମୁନେଟ୍ ପାକ୍କା
ଦାଦା