भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ପରିଚୟ କରାଇବା

ପୁଦିସ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମନଜର ସାଙ୍ଗକୁ ପରିଚୟ କରେଇଦେଲା
କୋୟା ବାକ୍ୟ (Koya Sentence): ଉଣ୍ଡ ମନଜ୍‌ତା ଯୋକାତିଙ୍କ୍ ପୁନ୍ଧିସ୍ପଥୋଣ୍ଡ୍

ପରିଚିତ

ପୁନ୍ଧାନାଦ୍

ପରିଦର୍ଶକ

ଦେଦେଶ ଉଡ଼ାନ ପଡ଼ୟ

ପରିବର୍ତ୍ତନ କରିବା

ବାଦ୍‌ଲେମ୍ କିୟନାଦ୍

ପରିବାର

ଅଣ୍ଡୟ ଲୋକତର

ପରିସ୍କାର

ଚାକ୍ ଚାକ୍‌କା ମାନ୍ଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସବୁବେଳେ ପରିସ୍କାର ରହିବା
କୋୟା ବାକ୍ୟ (Koya Sentence): ସାର୍‌ରି ୱେଲା ଚାକ୍‌ରାକ୍‌କା ମାନ୍ଦିକା

ପରୀକ୍ଷା କରିବା

ସାତେମ୍ ଉଡ଼ାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଆସନ୍ତା ମାସରେ ପରୀକ୍ଷା ହେବ
କୋୟା ବାକ୍ୟ (Koya Sentence): ୱା’ଦାନ୍ ନେଲ୍ଲା ସାତେମ୍ ଉଡ଼ାନାଦ୍ ଆଧା

ପର୍ବ

ପାଣ୍ଡୁମ

ପର୍ବତ

ମେଟ୍ଟା

ପର୍ବତଶୃଙ୍ଗ

ମେଟ୍ଟାତି ମୁକ

ପଶିବା

ଲୋପେ ନେହେଁଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସମସ୍ତେ ଭିତରକୁ ପଶିଯାଅ
କୋୟା ବାକ୍ୟ (Koya Sentence): ସାରରି ତୋର୍ ଲୋପେ ନେହେଁଗାଟ୍

ପଶିବା

ଲପେ ନେଙ୍ଗାନାଦ୍

ପସନ୍ଦ କରିବା

ଇଷ୍ଟାମ୍ କିୟନାଦ୍

ପସନ୍ଦ କରିବା

ଇଷ୍ଟାମ୍ ତୁଙ୍ଗନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ମୋ ସାଙ୍ଗମାନଙ୍କୁ ପସନ୍ଦ କରେ
କୋୟା ବାକ୍ୟ (Koya Sentence): ନାନ୍ନା ନା’ଯୋକା ନୋରକ୍ ଗାଟ୍ଟି ଇଷ୍ଟାମ୍ ତୁଙ୍ଗିଆନ୍

ପହଁଞ୍ଚିବା

ଏୱଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସମସ୍ତେ ପହଁଞ୍ଚିବା
କୋୟା ବାକ୍ୟ (Koya Sentence): ସାରରି ତୋର ଏୱାଦାନାଦ୍

ପହଁରିବା

ଈନ୍ତା ଆଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପୋଖରୀରେ ପହଁରିବା
କୋୟା ବାକ୍ୟ (Koya Sentence): ଏର୍‌ୱିନା ଈନ୍ତା କୋଡ଼୍‌ସିକି କାଡ଼୍

ପାଇବା

ଦରକତ୍‌ଥା

ପାଉଁଜୀ

କା’ଲ୍ ପାଟେ

ପାକସ୍ଥଳି

କାଁସକା

ପାକୁଆ

ହାଙ୍ଗେଲ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App