भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ପିଇବା

ଉନ୍ଦନାଦ୍

ପିଉସା

ମାମାଁ

ପିଉସୀ

ପୋୟେ

ପିଚକାରୀ

ସିଲ ମାଡ଼ାନାଦ୍

ପିଠାକୁ ଦୁଇ ଖଣ୍ଡ କର

ପଡ଼ିଙ୍ଗ ରେନ୍‌ଣ୍ଡା ଗୋନ୍ଦା କିମୁଟ୍

ପିଠି

ମୂରଷ୍ଟଲ

ପିଡ଼ା

କୁତୁଲ

ପିତଳ

ଇତିଲା

ପିତା

ଖାଇତ୍‌ଥା

ପିତାମାତା

ୟାୟୟାମାଲ

ପିନ୍ଧିବା

କେରଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ମାଳ ପିନ୍ଧିବି
କୋୟା ବାକ୍ୟ (Koya Sentence): ନାନ୍ ନେତ୍ତେମ୍ କେର୍‌ଦ୍‌ଥାନ୍

ପିନ୍ଧିବା

କେରଦନାଦ୍

ପିଲାଟି ଶୋଇ ପଡ଼ିଲା

ପିଲ୍‌ଲା ଉଞ୍ଜତଥା

ପିଲାଟିକୁ କାନ୍ଧରେ ବସାଇ ନେଇ ଯାଅ

ପିଲ୍ଲାତିଙ୍କ୍ ବୁଜା’ମ୍‌ଥା କୁସ୍‌ପିଅୟମ୍

ପିଲାଟିର କିଏ ଯତ୍ନ ନେବ

ପିଲ୍ଲାତିଙ୍ଗ୍ ବେନଣ୍ଡ ଉଡ଼ିଥୋଣ୍ଡ୍

ପୁଅ

ମାର୍

ପୁଣି କେବେ ସ୍କୁଲ ଖୋଲିବ

ମାଲ୍‌ଲା ବେସ୍‌କି ଗାଡ଼ୟତେରନ୍ଦଥୋର୍ / ମେଣ୍ଡେ ବେତୁଣ୍ଡୂ ଇସ୍‌କ୍ଲୁ ତେର୍‌ଦ୍‌ଥୋର୍

ପୁଣ୍ୟ

ପୁନ୍ନେମ୍

ପୁତ୍ର

ମାର୍

ପୁନର୍ଜନ୍ମ

ମାଲୋର୍‍ ପୁଟ୍ଟନାଦ୍ / ମେଣ୍ଡେ ପୁଟ୍ଟନାଦ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App