भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ପୁରସ୍କାର

ତୀର୍‌ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଦୌଡ଼ ପ୍ରତିଯୋଗିତାରେ ମୋର ପୁରସ୍କାର ଅଛି
କୋୟା ବାକ୍ୟ (Koya Sentence): ମିର୍‌ଥାନ ପାନ୍ତେନା ନାକିଙ୍କ୍ ତୀର୍‌ସ ତାନାଦ୍ ମିନ୍ଧେ

ପୁରା କରିବା

ସାର୍‌ରି କୀଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଯେଉଁ କାମଟି ବାକିଅଛି ତାହା ପୁରା କର
କୋୟା ବାକ୍ୟ (Koya Sentence): ବେନା ପାଡ଼ୟ୍ ଦୂଡ଼ା ମିନ୍ଦିଆଦ୍ ସାର୍‌ରି କୀଦାନାଦ୍

ପୁରୋହିତ

ୱାଡ୍ଡେ

ପୁସ୍ତକାଗାର

ପୁସ୍ତାକିନ୍‌ଲୋନ୍

ପୂଜକ

ପେରମା / ପୁଜାରୀ

ପୂଜା

କୂଲୁମ୍

ପୂଜାରୀ ଥାଳିରେ ଭାତ ବାଢିଲେ

ପୂଜାରି ଦୋଡ଼ାୱାଟ୍‌ଥୋଣ୍ଡ ଗିନିତା

ପୂର୍ଣ୍ଣିମା

ପୁନ୍ନାମ

ପୃଥିବୀ

ଲୋକାମ

ପେଟପୂରା ଖାଇବା

ତୋଙ୍କନିଣ୍ଡ ତିନ୍ଦାନାଦ୍

ପେଟ୍ରୋଲ୍

ପେଟ୍ରୋଲ୍

ପେଣ୍ଡୁ

ବୋଲ

ପେନ୍‌ସିଲକାଡ଼

ପେନ୍‌ସିଲ୍‌ତିଙ୍ଗ୍ ଥେମ୍

ପେନ୍‌ସିଲ୍

ପେନ୍‌ସିଲ୍

ପେସା

ଜୀବିକା, ପଦବୀ (ପାଡ଼ଇ, ତୁଙ୍ଗିନେ ବାଦକାନାଦ)

ପୋକ

ପୁଡ଼ିୟ୍

ପୋଛିବା

ଉଞ୍ଚପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଲେଖା ଗୁଡ଼ିକ ପୋଛିଦିଅ
କୋୟା ବାକ୍ୟ (Koya Sentence): ରାସ୍‌ଥାନାଦ୍ ଉଞ୍ଛପାଟ

ପୋଛିବା

ଉଞ୍ଚପନାଦ୍

ପୋଡ଼ିବା

କାରୱାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଘରଟି ସଂପୂର୍ଣ୍ଣ ପୋଡ଼ିଗଲା
କୋୟା ବାକ୍ୟ (Koya Sentence): ଲୋନ୍ ସାର୍‌ରେ କାର୍‍ ତ୍‌ଥା

ପୋଡ଼ିବା

କାରୱାନାଦ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App