भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ପ୍ରଶ୍ନ କରିବା

ୱାଇଦିଞ୍ଛନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ କରିବି
କୋୟା ବାକ୍ୟ (Koya Sentence): ନାନ୍ନା ସାର୍‌ରିତୋରକୁ ଅରୋଟ୍ ୱାଇଦିଞ୍ଛଥାନ୍

ପ୍ରସ୍ତାବ କରିବା

ଅପ୍ପାନାଦ / ଏଞ୍ଚାଟକ୍ଲାସ୍
ଓଡ଼ିଆ ବାକ୍ୟ (Odia Sentence): ମନିଟର ପାଇଁ ପ୍ରସ୍ତାବ କର
କୋୟା ବାକ୍ୟ (Koya Sentence): କ୍ଲାସତା ମନିଟର ସେଙ୍ଗ ଏଞ୍ଛାଟ

ପ୍ରସ୍ତୁତ କରିବା

ତିୟାର କୁୟାନାଦ୍

ପ୍ରସ୍ଥାନ

ପେୟସ ଦାୟନାଦ୍

ପ୍ରସ୍ଥାନ କରିବା

ପେଇସ୍ ୱାଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଶ୍ରେଣୀ ଗୃହକୁ ପ୍ରସ୍ଥାନ କର
କୋୟା ବାକ୍ୟ (Koya Sentence): ସାଦ୍‌ୱାନ୍ ଲୋତ୍‌ଥା ନୁଞ୍ଛି ପେଇସ୍ ୱାରାଟ୍

ପ୍ରହାର କରିବା

ବାହାନ୍ଦାନାଦ୍ / ୱାଡ଼୍‌ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଗାଈଟିଏ ଧାନକିଆରିରେ ଥିବାରୁ ପ୍ରହାର କଲେ
କୋୟା ବାକ୍ୟ (Koya Sentence): ଗୋଡ଼ ୱାଞ୍ଜିନ୍ ପୋରୟିତା ମାତଥୁଡ଼ିଙ୍କ୍ ବାହାଁନ୍ତୋଣ୍ଡ

ପ୍ରାକୃତିକ

ଆ ଅସ୍‌ଲି
ଓଡ଼ିଆ ବାକ୍ୟ (Odia Sentence): ଗଛ ଗୋଟିଏ ପ୍ରାକୃତିକ ସଂପଦ
କୋୟା ବାକ୍ୟ (Koya Sentence): ମା’ରା / ମାଡ଼ାମ୍ ଥରୋଟ୍ ଆସୁଲି ସଂସଂରାମ୍

ପ୍ରାଚୀନ

ମୁନେକୋଞ୍ଚ ମାନ୍ଦନାଦ୍

ପ୍ରାୟଶ୍ଚିତ

ଭୂମପେଞ୍ଚାନାଦ୍

ପ୍ରାର୍ଥନା କରିବା

ଭାଗ୍‌ୱାନତିଙ୍ଗ୍ କରଙ୍ଗନାଦ୍

ପ୍ରିୟ

ପିରେମ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App