Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ପଇସା ପାଣିରେ ପଡ଼ିଲା
ପାଇସା / ତାବ୍ଲୁ ଏର୍ ଦାଗ୍ ରାଲ୍ଥ୍ଥା
ପକେଟ୍
ଜେ’ବ୍
ପକ୍ଷୀ
ପୀଟ୍ଟେ
ଓଡ଼ିଆ ବାକ୍ୟ (Odia Sentence): ପକ୍ଷୀମାନେ ଉଡ଼ି ଯାଉଛନ୍ତି
କୋୟା ବାକ୍ୟ (Koya Sentence): ପିଟ୍ଟେ ପା’ରସ୍ ମିରୋମିନ୍ଦେ
ପକ୍ଷୀ ଗୁଡ଼ିକୁ ହୁରୁଡ଼ାଇ ଦିଅ
ପିଟେକିଙ୍ଗ୍ ତୋଲାନାଦ୍
ପକ୍ଷୀଟି ଉଡ଼ୁଛି
ପିଟ୍ ପାରୟମିନ୍ତେ
ପଗଡ଼ି
ତାଲ୍ଲାଗୁଡ଼ା
ଓଡ଼ିଆ ବାକ୍ୟ (Odia Sentence): ପଗଡ଼ି ପିନ୍ଧ
କୋୟା ବାକ୍ୟ (Koya Sentence): ତାଲ୍ଲା ଗୁଡ଼ଡ଼ା ଉତ୍ତା
ପଗଡ଼ି
ତାଲ୍ଲାଗୁଡ୍ଡା
ପଘା
ପାଗ୍ଘାମ୍
ପଙ୍ଖା
ପଙ୍ଖା
ପଚାଘା
କାଡ଼ିୟତା ପୁଣ୍ଡ
ପଚିବା
କାତ୍ୟାବାଦ୍
ଓଡ଼ିଆ ବାକ୍ୟ (Odia Sentence): ପନିପରିବା ପଚିଯାଉଛି
କୋୟା ବାକ୍ୟ (Koya Sentence): କୁଚିର୍ ସାମାନ୍ କାଡ଼୍ୟୋମିନ୍ଦି
ପଛଘୁଞ୍ଚା
ପେରିଗୁସ୍ ସାନାଦ୍
ପଞ୍ଜାବୀ
ପଞ୍ଜାବୀ
ପଟି ବାନ୍ଧିବା
ଫୋସ୍ରତଃଥାନାଦ୍
ପଟ୍ଟା
ବାଲ୍ଲା
ପଡ଼ିବା
ରାଲ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ପିଲାଟି ଖେଳୁ ଖେଳୁ ପଡ଼ିଗଲା
କୋୟା ବାକ୍ୟ (Koya Sentence): ପିଲ୍ଲା କାରସୋ କାରସୋ ରା’ଲତ୍ ଥା
ପଡ଼ୋଶୀ
ଗାର୍ରା ଲୋକ୍ତନଡ଼
ପଢାପଢି ଛାଡ଼ିଦେଲଣି କି
ସାଦ୍ୱୁ ୱିଡ଼ସିତ୍ନ୍ଇ
ପଢିବା
ସାଦ୍ୱାନାଦ୍ କାର୍ୟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ତୁମେ ମାନେ ଭଲରେ ପଢ
କୋୟା ବାକ୍ୟ (Koya Sentence): ମୀର୍ ସାୟା ସାଦ୍ୱାଟ୍
ପଣତକାନି