Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ବେପାରୀ
ୱେପାରାମ୍
ବେମାର
ରୋଗିନ୍ ଆତ୍ଥୋଣ୍ଡ
ବେହେଲା
ଡୁମ୍ମିର
ବୁଟ
ଟୋକଲ୍ନର୍ଫୁକ୍ / ବୁଟି
ବୁଣିବା
ଆଲ୍ଲନାଦ୍
ବୁଡ଼ିଯିବା
ମୁଡ଼ଙ୍ଗାନାଦ୍
ବୁଡ଼ିବା
ମୁଡ଼୍ଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପିଲାଟି ପାଣିରେ ବୁଡ଼ିଲା
କୋୟା ବାକ୍ୟ (Koya Sentence): ପିଲ୍ଲ ଏର୍ଦ୍ ମୁଡ଼ାଙ୍ଗଥା
ବୁଣିବା
ୱୀତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଲୋକଟି ଧାନ ବୁଣୁଛି
କୋୟା ବାକ୍ୟ (Koya Sentence): ମାନେୟ୍ ୱାଞ୍ଜି ୱୀତୋ ମିନ୍ଦେଣ୍ଡ
ବୁଝିବା
ପୁନ୍ଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଭଲ ବୁଝିପାରୁ ନାହିଁ
କୋୟା ବାକ୍ୟ (Koya Sentence): ନାନ୍ ନେଲ୍ଲା ପୁଦ୍ଦାପାର୍ ୱୋନ୍
ବୃଦ୍ଧା
ଡୋକ୍ରାଲ୍
ବୋମା
ବାମ୍
ବୋମାମାଡ଼
ବାସ୍ ଦେବ୍ବା
ବୋକା
ବାକୱା
ବୌଦ୍ଧଧର୍ମ
ବୌଦ୍ଧଧର୍ମାଂ
ବୋଲର
ତବାଲଏସ ସମାନ
ବୋହୁ
ଖୋଡ଼ୟଡ଼
ବ୍ୟବହାର
ତୁଙ୍ଗନାଦ୍
ବ୍ୟକ୍ତିଗତ
ବେ’ନଣ୍ଡ ଓଣ୍ଡ
ବ୍ୟକ୍ତି
ନାରୁନ୍, ମାନେଇ
ବ୍ୟାଟସ୍ମ୍ୟାନ୍