भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ବ୍ୟାଟ

ବାଲ୍ଲା

ବ୍ୟତୀତ

ଇଲୁକ୍ / ୱିଡ଼ସି

ବ୍ୟାକୁଳହେବା

ଦାନ୍ଧା ପଇତ୍‌ଥାନାଦ୍

ବ୍ୟବହାର କରିବ

କାଲପା ନାଦ୍

ବ୍ରତ

ଗାଟକ ମାଡ଼ନାଦ

ବ୍ରଣ

ମୋଠମା

ବିଛିନ୍ନ କରିବା

ୱୀର୍ ସ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋତେ ବିଛିନ୍ନ କଲା
କୋୟା ବାକ୍ୟ (Koya Sentence): ଓଲେ ନାକିଙ୍କ୍ ୱୀର୍‌ସ୍ପିତ୍ ଥୋଣ୍ଡ

ବାହାର କରିବା

ପୋସ୍ତନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋତେ ବାହାର କରିଦେଲା
କୋୟା ବାକ୍ୟ (Koya Sentence): ଓଣ୍ଡ ନାକିଙ୍କ୍ ପେସ୍ତିତ ଥୋଣ୍ଡ

ବାନ୍ତି କରିବା

ପୋହର୍‌ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ବାନ୍ତି କଲା
କୋୟା ବାକ୍ୟ (Koya Sentence): ଉଣ୍ଡ ପାହର୍‌ସ୍ ଥୋଣ୍ଡା

ବାଟ ଦେଖାଇବା

ଆର୍ ତୋହତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋତେ ବାଟ ଦେଖାଇଲା
କୋୟା ବାକ୍ୟ (Koya Sentence): ଓଣ୍ଡ ନାକିଙ୍କ୍ ଆର୍ ତୋହତ୍ ଥୋଣ୍ଡ

ବାଜି ମାରିବା

ଗାୟଆ’ଦନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୋ ସହ ବାଜି ମାରିଲା
କୋୟା ବାକ୍ୟ (Koya Sentence): ପାନେମ୍ ଓଣ୍ଡ୍ ନା ତୋଟି ପାନ୍ତେମ୍ ୱାଟ୍ ଟୋଣ୍ଡା

ବନ୍ଦ କରିବା

ବାନ୍ଦ୍ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଚାରିଟା ବେଳେ କ୍ଲାସ ବନ୍ଦ କର
କୋୟା ବାକ୍ୟ (Koya Sentence): ନା’ଲୁ ଘଣ୍ଟାକ ସାଦ୍‌ୱାନାଦ୍ ବନ୍ଧ ତୁଙ୍ଗାଟ୍

ବସିବା

କୁଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଚକା ମାଡ଼ି ବସିବା
କୋୟା ବାକ୍ୟ (Koya Sentence): ମାଡା ଖାଲ୍‌କ୍ ୱାଟି କୁଦ୍‌ନାଦ୍

ବର୍ଷିବା

ୱାନାୱାଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଆଷାଢ ମାସରେ ବହୁତ ମେଘ ବର୍ଷେ
କୋୟା ବାକ୍ୟ (Koya Sentence): କା’ର୍ ନେଲ୍ଲାଟ୍ ଗାଟ୍ଟିୱାନା ୱା’ତା

ବଦଳେଇବା

ମାରସ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଜିନିଷଟିକୁ ବଦଳେଇ ଦେଲି
କୋୟା ବାକ୍ୟ (Koya Sentence): ନାନ୍ନା ସାମାନ୍ ତିଙ୍କ୍ ମା’ର ସ୍ପିତ୍‌ଥାନ୍

ବଦଳିବା

ମା’ରି ଆଦାନାଦ୍ / ୱେରିରାକ୍ ଆଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ତୁମେ ବହୁ ବଦଳିଛ
କୋୟା ବାକ୍ୟ (Koya Sentence): ନିମ୍ମା ଗାଟ୍ଟିମା’ରି ଆତ୍‌ଥିନ୍

ବନ୍ଧୁକ ମାରିବା

ତୁପାଇ ପୋଡ଼୍‌‍ସ୍‌ସାନାଦ୍

ବାଛିବା

ଏଞ୍ଛାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଭଲ କଲମଟି ବାଛ
କୋୟା ବାକ୍ୟ (Koya Sentence): ମେ’ନ୍ତା କଲପୁଲାମ୍ ଏଞ୍ଛାଟ୍

ବାଣ୍ଟିବା

ତୁଷାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମିଳିମିଶି ବାଣ୍ଟି ଖାଇବା ଭଲ
କୋୟା ବାକ୍ୟ (Koya Sentence): ସାର୍‌ରେ ତୋର ନାଇଲି ତୂଷିତିନ୍ଦାନାଦ୍ ନେଲ୍ଲା

ବାଡ଼େଇବା

ୱାଡ଼୍‌ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଛୋଟ ପିଲାଙ୍କୁ ବାଡ଼େଇବା ଉଚିତ୍ ନୁହେଁ
କୋୟା ବାକ୍ୟ (Koya Sentence): ସୁଡ଼୍‌କୁ ପିଲାଙ୍କ୍ ୱାଡ଼ସାନାଦ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App