भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଭାଇ

ଦାଦା

ଭାଇ

ତାମୁନ୍

ଭାଉଜ

ୟେଙ୍ଗେ

ଭାଗ କରିବା

ତୁସ୍‍ନାଦ୍

ଭାଗ୍ୟହୀନ

ପୁନ୍ନେମ୍ ଇଲ୍‌ୱୋଣ୍ଡ୍

ଭାଙ୍ଗିଦେବା

ହୁଃତ୍‌ନାଦ୍

ଭାଙ୍ଗିବା

ହୁଃକ୍‌ତାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଡାକଟି ଭାଙ୍ଗ
କୋୟା ବାକ୍ୟ (Koya Sentence): କୋମ୍ମାତିଙ୍କ୍ ହୁଃମୁଟ୍

ଭାବମୟଚିତ୍ର

ଆ’ଲସାନ୍‌ୱାନ୍ନେ

ଭାବିବା

ଆଲ୍‌ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ବହୁତ ଭାବୁଛି
କୋୟା ବାକ୍ୟ (Koya Sentence): ନାନ୍ନା ଗାଟ୍ଟି ଆଲସୋ ମିନ୍ଦେନ୍

ଭାବିବା

ଆ’ଲସ୍‌ନାଦ୍

ଭାଷା

ଭାଷା / ଗୋଟ୍
ଓଡ଼ିଆ ବାକ୍ୟ (Odia Sentence): ତୁମ ଭାଷା କୁହ
କୋୟା ବାକ୍ୟ (Koya Sentence): ମି’ ଭାଷା କେଲ୍ଲାଟ୍

ଭିଣୋଇ

ବାଟୋ

ଭୀରୁ

ଏଟ୍ରି

ଭୁକିବା

ଭୁଃସାନାଦ୍
ଓଡ଼ିଆ ବାକ୍ୟ (Odia Sentence): କୁକୁରଟି ଭୁକୁଛି
କୋୟା ବାକ୍ୟ (Koya Sentence): ନେଇ ଭୁଃ ସୋମିନ୍ଦେ

ଭୁଲିବା

ଯାର୍‌ଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ସବୁ କଥା ଭୁଲିଗଲି
କୋୟା ବାକ୍ୟ (Koya Sentence): ନାନ୍ନା ସାର୍‌ରି ଗୋଟ୍ଟି ମାର୍‌ଙ୍ଗତ୍‌ଆନ୍

ଭୁଲିବା

ମାର୍‌ଙ୍ଗନାଦ୍

ଭୁଲ୍‌ବୁଝିବା

ପୁନୱା କେଞ୍ଜାନାଦ୍

ଭୂତଳ

ନେଲଦା ଆଡ଼ଗେ

ଭୂମିକମ୍ପ

ଭୂମଉଙ୍ଗାନାଦ୍

ଭୂଲ

କାୱୁଡ଼୍
ଓଡ଼ିଆ ବାକ୍ୟ (Odia Sentence): ମୁଁ କହିବାର ଭୁଲ ହେଲା
କୋୟା ବାକ୍ୟ (Koya Sentence): ନାନା କେତ୍‌ଥା ନାଦ୍ କାୱୁଡ଼୍ ଆତ୍‌ ଥା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App