Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ମାଛ କଣ୍ଟା
କୀକେ କୋୟେ
ମାଛରଙ୍କା
କିର୍କାଡ଼
ଓଡ଼ିଆ ବାକ୍ୟ (Odia Sentence): ମାଛରଙ୍କା ପାଣିରେ ମାଛ ଧରୁଛି
କୋୟା ବାକ୍ୟ (Koya Sentence): କିର୍କାଡ଼ ଏର୍ଦା କୀକେ ପୋଇସୋମିନ୍ଦା
ମାଜିବା
ଗିନ୍ନେ ନୋଃ ଅଙ୍କନାଦ୍
ମାଟି
ମାଣ୍ଡୁଲ
ମାଟିଆ
ମାଣ୍ଡୁଲ୍ରାଙ୍ଗ୍
ମାଣ୍ଡିଆ
ଘର୍ରା
ଓଡ଼ିଆ ବାକ୍ୟ (Odia Sentence): ମାଣ୍ଡିଆ ପେଜ ଭଲ ଲାଗେ
କୋୟା ବାକ୍ୟ (Koya Sentence): ଘର୍ରା ଯାୱା ସାୟ ମିଙ୍ଗିତ୍
ମାତୃଭାଷା
ପୁଟ୍ଟଗୋଟ୍ଟ
ମାତ୍ରା
ମାତ୍ରା
ମାନଚିତ୍ରଟି ଖୋଲ
ମାନ୍ଚିତ୍ରା (ଦେଶେ ଚିନ୍ନେ) ତୀସା
ମାନବଧର୍ମ
ମନବଃଧର୍ମାଂ
ମାନିନେବା
କେଞ୍ଜନାଦ୍
ମାମୁଁ
ମାମାଁ
ମାମୁଘର
ମାମାନଲୋନ
ମାଲକାନଗିରି ବସ୍ ଧର
ମାଲ୍କାନ୍ଗିରିତ ବାସ୍ ପୋଇମ୍
ମାଲିସ
ତମାନାଦ
ମାଳତୀ
ଦୋ’ପା ପୁଙ୍ଗାର୍
ମାଂସ
ଆଭଙ୍ଗ
ମାଂସକୁ ଟିକି ଟିକି କରିକାଟ
ଅଉଙ୍ଗି ସୁଦୁସୁଦୁ କିସ୍ କଈମୁଟ୍
ମିଛ
ବୋଲ୍ନାଦ୍
ମିଛ କହ ନାହିଁ