Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ମୁଁ ପେଟେ ଖାଇଛି
ନାନ୍ ଡଙ୍କା ନିଣ୍ଡ୍ ତିପ୍ଥାନ୍
ମୁଁ ମାସକର ଛୁଟି ପାଇଛି
ନାକ୍ ଲେଞ୍ଜ ଛୁଟୀଧରକ୍ଥା
ମୁକ୍ତ କରିବା
ସାୟାତୁଙ୍ଗାନାଦ୍ / ଭାଗ୍ ଆଦା ନାଦ୍
ମୁକ୍ତ କରିବା
ସାୟା ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ତାକୁ ମୁକ୍ତିଦେଲି
କୋୟା ବାକ୍ୟ (Koya Sentence): ନାନ୍ନାଇକ୍ଂ ସାୟା ତୁଙ୍ଗତ୍ଥାନ୍
ମୁକ୍ତି
ୱିୟାନାଦ୍
ମୁଖ
ବା’ତ୍ ପୁନ୍ୱନ୍
ମୁଣ୍ଡ
ଆଲ୍ଲା
ଓଡ଼ିଆ ବାକ୍ୟ (Odia Sentence): ମୋର ମୁଣ୍ଡ ଅଛି
କୋୟା ବାକ୍ୟ (Koya Sentence): ନାୟାଗ୍ ତାଲ୍ଲା ମିନ୍ତେ
ମୁଣ୍ଡ
ପାଲ୍ଲା
ମୁଣ୍ଡ କିଣିବା
ତାଲା ଆସାନାଦ
ମୁଣ୍ଡକଣ୍ଟା
ସେମ୍ପାକୋୟେ
ମୁଣ୍ଡବୁଲା
ତାଲ୍ଲାନୋପ
ମୁଦିଟି ପିନ୍ଧି ଦେଖ
ମୁଦ୍ କେର୍ସ ଉଡ଼ା
ମୁରୁକି ହସିବା
ମୁସ୍ ମୁସ୍ କାୱଦ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ମୁରୁକି ହସିଲା
କୋୟା ବାକ୍ୟ (Koya Sentence): ଓଣ୍ଡ ମୁସ୍ ମୁସ୍ କା ୱତ୍ ଥୋଣ୍ଡ (ପୁ) ଆଦ୍ ମୁଷ ମୁସ୍ କାୱତ୍ଥା (ସ୍ତ୍ରୀ)
ମୁହଁ
ମୋକ୍କମ
ଓଡ଼ିଆ ବାକ୍ୟ (Odia Sentence): ମୋର ମୁହଁ ଖରାପ୍
କୋୟା ବାକ୍ୟ (Koya Sentence): ନା ମୋକ୍କମ ପୀନ୍ଦୋ
ମୁହଁ
ମକମ
ମୁଁହଁ ଶୁଖାଇବା
ମକମ୍ ୱାସତା
ମୁଁହରେ ଓଢଣା ଦିଅ
ମକ୍ମତା କୋକାଡ଼୍ ମୁସ୍ସା
ମୂଖ୍ୟ
ବେଡୟା
ମୂର୍ଖ
ବା’ତ୍ପୁନ୍ୱୋଣ୍ଡ
ଓଡ଼ିଆ ବାକ୍ୟ (Odia Sentence): ଲକା ଗୋଟିଏ ମୂର୍ଖ ପିଲା
କୋୟା ବାକ୍ୟ (Koya Sentence): ଲାକାଲ୍ ଅର୍ରୋଣ୍ଡ ବା’ତ୍ପୁନ୍ୱୋଣ୍ଡ
ମୂର୍ଚ୍ଛାଯିବା