Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ମୂର୍ତ୍ତି ନିର୍ମାଣ
ବୋର୍ପେ କିୟନାଦ୍
ମୂଳ
ମୋଦେଲ୍
ମୂଷା
ଉପ୍ପେ
ଓଡ଼ିଆ ବାକ୍ୟ (Odia Sentence): ମୂଷାଟିକୁ ବିଲେ ଧରିଲେ
କୋୟା ବାକ୍ୟ (Koya Sentence): ଉପ୍ପିତୀଙ୍କ୍ ୱେର୍କାଡ଼ ପୋଇତଥା
ମୃତ
ଡଲ୍ଲତ୍ତାଦ୍
ମୃତ୍ୟୁ
ଡଲ୍ନାଦ୍
ମୃଦଙ୍ଗ
ବା’ଜେ
ମେଣ୍ଢା
ପତ୍ରମେଣ୍ଢା
ମେଣ୍ଢୀ
ଡାଡାମେଣ୍ଢା
ମେରୁଦଣ୍ଡ
ମୁର୍ଷ ଭୂଲା
ଓଡ଼ିଆ ବାକ୍ୟ (Odia Sentence): ମେରୁଦଣ୍ଡ ଭାଙ୍ଗିଲା
କୋୟା ବାକ୍ୟ (Koya Sentence): ମୁର୍ଷ୍ ଭୂଲା ଉର୍ଙ୍ଗଥା
ମେରୁଦଣ୍ଡ
ମୁରସ ଭୂଲା
ମେଳା
ଜାତ୍ରା
ମୋ ଜିଭ ପୋଡୁଛି
ନା’ନାଲ୍ଜି କାରୱେମିନ୍ଦି
ମୋ ଡାକ କେହି ଶୁଣିଲେ ନାହିଁ
ନାନ୍ କାର୍ଙ୍ଗାନାଦ୍ ବେନ୍ କେଞ୍ଜର୍
ମୋ ବାପା
ନାଁ ବାବଲ୍ / ନାଁ ଇୟାଲ୍
ମୋଟା
ଭାଲସା / ମେନ୍ଧୁଲ
ମୋତେ ଡାକିଲେକି
ନାକିଙ୍ଗ୍ କାର୍ଙ୍କ୍ ତିନ୍ଇ
ମୋତେ ଫୋନ୍ରେ ଡାକିଲେକି
ନାକିଙ୍ଗ୍ ଫନ୍ଦେ’ କାର୍ଙ୍ଗତିନ୍ଇ
ମୌଖିକ
କେତ୍ନାଦ୍
ମୌସୁମୀ
ଉଷା
ମୌସୁମୀ