Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଯକ୍ଷ୍ମା
ୱେଲଗାରାମ
ଯନ୍ତ୍ରଣା
ନୋନ୍ଦନାଦ୍ / କାଷ୍ଟାମ୍
ଯାଆଁଳା
କାୱେଲେ
ଯାଚିବା
ବାସ୍ମୀଲାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ତାକୁ ଯାଚିଲି
କୋୟା ବାକ୍ୟ (Koya Sentence): ନାନ୍ନା ଉଙ୍କ୍ (ପୁ) ଦାଙ୍କ (ସ୍ତ୍ରୀ)
ଯାଦୁ
ଦା’ମାର
ଯାହା ଇଚ୍ଛା ତା’ନିଅ
ବା’ତା କାୱାଲ୍ ଆଦ୍ ରାୟମ୍
ଯିବା
ଆଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଆମେ ଯିବା
କୋୟା ବାକ୍ୟ (Koya Sentence): ମାନ୍ନାଡ଼ ଦାକ୍କ / ଦାୟକାଲ୍
ଯୁଗ୍ମ ଚାଉଳ
ଗା’ଦିନୂଳା
ଯୁଦ୍ଧ
ପୀତ୍ୱର
ଯୁଦ୍ଧ
ପୀତୁର
ଯୋଗ କରିବା
କାଲପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଏକକୁ ଦୁଇରେ ଯୋଗକର
କୋୟା ବାକ୍ୟ (Koya Sentence): ଅଣ୍ଡୋୟତିଙ୍କ୍ ରଣ୍ଡିନା କାଲ୍ପାଟ୍
ଯୋଗାଡ଼ କରିବା
ଜାମାକିଦ୍ନାଦ୍
ଯୋଗ୍ୟ
ସୁମାର
ଯୋଗ୍ୟହେବା
ତାଗ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ସୋମି ମୋ ପାଇଁ ଯୋଗ୍ୟ
କୋୟା ବାକ୍ୟ (Koya Sentence): ସୋନିଲ୍ ନାଅ ମାଇଦିଙ୍କ୍ ତ୍ରଗିତ୍
ଯୋଡିବା
କାଲ୍ଦ୍ନାଦ୍
ଯୌବନ