Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ରକେଟ୍
ରାକେଟ୍
ରକ୍ତ
ନେତ୍ତୁର
ରକ୍ତଚାପ
କନେତୁରକପାମ୍
ରକ୍ତପାତ
ନେତୁନେତୁର୍
ରକ୍ଷା କରିବା
ଗୋଲ୍ସ୍ପା ନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୋତେ ରକ୍ଷା କର
କୋୟା ବାକ୍ୟ (Koya Sentence): ନାକ୍ଗୋଲସ୍ପାଟ୍
ରକ୍ଷାହେଲା
ଗେଲସତାନ୍
ରଖିବା
ତାଆନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ବହି ରଖିଲି
କୋୟା ବାକ୍ୟ (Koya Sentence): ନାନ୍ନା ପୁସ୍ତାମ୍ ତା’ସ୍ଥାନ୍
ରଙ୍ଗ
ରାଙ୍ଗ / କାଲ୍ଲାର
ରଙ୍ଗ କରିବା
ରାଙ୍ଗୱାଟାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଚିତ୍ରରେ ରଙ୍ଗଦିଅ
କୋୟା ବାକ୍ୟ (Koya Sentence): ୱାନ୍ନେନା ରାଙ୍ଗ୍ ୱାଟାଟ୍
ରଙ୍ଗମଞ୍ଚ
ନାଟକମାଞ୍ଚ
ରଞ୍ଜନରଶ୍ମି
ଏକସାରା
ରତ୍ନ
ସିଙ୍ଗରାମ୍
ରବର
ଉଞ୍ଚପାନାଦ୍
ରସାଳ
ଜିମ୍ମା
ରସୁଣ
କୋର୍ଉଲ୍ଲ / ମାଥଉଲ୍ଲି
ରହିବା
ମାନ୍ଦ୍ନାଦ୍
ଓଡ଼ିଆ ବାକ୍ୟ (Odia Sentence): ରମା ଉଠ, ଗଛ ଉପରେ
ରହିବା
ମାନ୍ଥାନ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଏଇଠି ରହିବି
କୋୟା ବାକ୍ୟ (Koya Sentence): ନାନ୍ନା ଇଙ୍ଗେ ମାନ୍ତାନ୍
ରାକ୍ଷିପୂର୍ଣ୍ଣିମା
ରାକ୍ଷପୁନ୍ନାମ
ରାଗ
କାରାମ୍ / କାଡ଼ାମ
ରାଗିବା