भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଲଢିବା

ବେଞ୍ଚନାଦ୍
ଓଡ଼ିଆ ବାକ୍ୟ (Odia Sentence): ଜିନିଷକୁ ଲଦି ଦିଅନ୍ତି
କୋୟା ବାକ୍ୟ (Koya Sentence): ଜୋର୍‌ତାମ୍‌ର୍ବେଞ୍ଚିମୂଟ୍

ଲଣ୍ଠନ

ଲାନ୍ତାର

ଲାଞ୍ଜ

ଣେକା
ଓଡ଼ିଆ ବାକ୍ୟ (Odia Sentence): ଗାଇର ଲାଞ୍ଜ ବହୁଲେମ୍ବା
କୋୟା ବାକ୍ୟ (Koya Sentence): ଗୋଢିଥା ଣେକା ଗାଟ୍ଟି ପୋତ୍‌ରୁ

ଲାଠି

ଗାଢାତୁତ

ଲାଭ କରିବା

ଲାଭାମ୍ କିଦ୍‌ନାଦ୍

ଲୁଙ୍ଗି

ଲୁଙ୍ଗି
ଓଡ଼ିଆ ବାକ୍ୟ (Odia Sentence): ଲୁଙ୍ଗି ପିନ୍ଧିବା
କୋୟା ବାକ୍ୟ (Koya Sentence): ଲୁଙ୍ଗି – ତ୍ତର୍‌ସାନ୍ ଲୁଙ୍ଗିସିଲି

ଲୁଚାଇବା

ମିସ୍‌ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): କଲମଟିକୁ ଲୁଚାଇ ରଖ
କୋୟା ବାକ୍ୟ (Koya Sentence): କଲମ୍‌ତିଙ୍କ୍ ମିସ୍‌ସିତାହସା

ଲେଖିବା

ରା’ସାନାଦ
ଓଡ଼ିଆ ବାକ୍ୟ (Odia Sentence): ଅକ୍ଷର ଲେଖ
କୋୟା ବାକ୍ୟ (Koya Sentence): ପଟକ୍‌ରା’ସାଟ୍

ଲୋକଗୀତ

ନାରୁନ୍‌ପାଟା ଅରଟ

ଲୋକେ ଭୋଗି ଭୋଗି ମୁରୁଛନ୍ତି

ନାରୁଣ୍ଡ ତିପ୍‌ପା ଆସ୍‌ଆସ୍ ଡୋଲିଥୋର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App