Odia-Koya Sabdakosa
Published by Academi of Tribal Language and Culture, Govt. of Odisha
ଲଢିବା
ବେଞ୍ଚନାଦ୍
ଓଡ଼ିଆ ବାକ୍ୟ (Odia Sentence): ଜିନିଷକୁ ଲଦି ଦିଅନ୍ତି
କୋୟା ବାକ୍ୟ (Koya Sentence): ଜୋର୍ତାମ୍ର୍ବେଞ୍ଚିମୂଟ୍
ଲଣ୍ଠନ
ଲାନ୍ତାର
ଲାଞ୍ଜ
ଣେକା
ଓଡ଼ିଆ ବାକ୍ୟ (Odia Sentence): ଗାଇର ଲାଞ୍ଜ ବହୁଲେମ୍ବା
କୋୟା ବାକ୍ୟ (Koya Sentence): ଗୋଢିଥା ଣେକା ଗାଟ୍ଟି ପୋତ୍ରୁ
ଲାଠି
ଗାଢାତୁତ
ଲାଭ କରିବା
ଲାଭାମ୍ କିଦ୍ନାଦ୍
ଲୁଙ୍ଗି
ଲୁଙ୍ଗି
ଓଡ଼ିଆ ବାକ୍ୟ (Odia Sentence): ଲୁଙ୍ଗି ପିନ୍ଧିବା
କୋୟା ବାକ୍ୟ (Koya Sentence): ଲୁଙ୍ଗି – ତ୍ତର୍ସାନ୍ ଲୁଙ୍ଗିସିଲି
ଲୁଚାଇବା
ମିସ୍ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): କଲମଟିକୁ ଲୁଚାଇ ରଖ
କୋୟା ବାକ୍ୟ (Koya Sentence): କଲମ୍ତିଙ୍କ୍ ମିସ୍ସିତାହସା
ଲେଖିବା
ରା’ସାନାଦ
ଓଡ଼ିଆ ବାକ୍ୟ (Odia Sentence): ଅକ୍ଷର ଲେଖ
କୋୟା ବାକ୍ୟ (Koya Sentence): ପଟକ୍ରା’ସାଟ୍
ଲୋକଗୀତ
ନାରୁନ୍ପାଟା ଅରଟ
ଲୋକେ ଭୋଗି ଭୋଗି ମୁରୁଛନ୍ତି