भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Abducent nerve

ଅପବର୍ତ୍ତନୀ ସ୍ନାୟୁ/ଅପକର୍ଷକ ସ୍ନାୟୁ

Abduction

ଅପବର୍ତ୍ତନ, ଅପହରଣ

Abductor

ଅପବର୍ତ୍ତନୀ, ଅପକର୍ଷକ, ଆକର୍ଷକ

Abductor braces

ବଂଧ ଅପବର୍ତ୍ତନୀ

Abductor caudae

ପୁଚ୍ଛ ଅପବର୍ତ୍ତନୀ

Abductor caudae externus

ବାହ୍ୟ ପୁଚ୍ଛ ଅପବର୍ତ୍ତନୀ

Abductor caudae internus

ଆନ୍ତର୍ପୁଚ୍ଛ ଅପବର୍ତ୍ତନୀ

Abductor rami

ଶାଖା ଅପବର୍ତ୍ତନୀ

Abductor muscle

ଅପକର୍ଷକ ପେଶୀ, ଆକର୍ଷକ ପେଶୀ, ଅପବର୍ତ୍ତନୀ ପେଶୀ, ସ୍ଥାନଚ୍ୟୁତକାରୀ ମାଂସପେଶୀ

Aberrant

ବିପଥୀ

Aberrant commissure

ବିପଥୀ ସନ୍ଧାୟିନୀ

Aberration

ବିପଥନ

Abomasum

ଚତୁର୍ଥ ଅମାଶୟ

Aboral

ଅବମୁଖ, ଅପମୁଖ

Aboral arch

ଅବମୁଖ ଚାପ, ଅପମୁଖ ଚାପ

Aboral aorta

ଅପମୁଖ ମହାଧମନୀ

Aboral cilia

ଅପମୁଖ ପକ୍ଷ୍ମ, ଅବମୁଖ ପକ୍ଷ୍ମ

Aboral view

ଅବମୁଖ ଦୃଶ୍ୟ, ଅପମୁଖ ଦୃଶ୍ୟ

Aboral canal

ଅପମୁଖ ନାଳ

Aboral circular coelom

ଅବମୁଖ ବୃତ୍ତାକାର ପ୍ରଗୃହ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App