भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Acoel

ଅଗୃହିକ

Acone

ଶଂକୁହୀନ, ଦୃଷ୍ଟିଶଂକୁହୀନ, ଅଶଂକୁ

Acontium (pl-acontia)

ସୂତ୍ରବନ୍ଧ

Acrania

ମସ୍ତିସ୍କହୀନ

Acron barnacle

ଶୈଳ ଖଣ୍ଡାବର

Acron shell

ଶୈଳକବଚ

Acone

ଅଶଂକୁନେତ୍ର

Acoustic nerve

ଶୃତିସ୍ନାୟୁ, ଶ୍ରବଣତନ୍ତ୍ରିକା

Acoustic spot

ଶ୍ରବଣବିନ୍ଦୁ

Acoustic duct

ଶ୍ରବଣ ନଳୀ, ଧ୍ଵନୀନାଳୀ

Acoustic facialis ganglion

ଧ୍ଵନିକ ଧ୍ୟାନନ ଗୁଚ୍ଛିକା

Acoustic lateralis region

ଧ୍ଵନିକ ପାର୍ଶ୍ଵକ୍ଷେତ୍ର

Acoustic lateral – line

ଧ୍ଵନିକ ପାର୍ଶ୍ଵରେଖା

Acoustic lateral system

ଧ୍ଵନିକ ପାର୍ଶ୍ଵତନ୍ତ୍ର

Acquired character

ଉପାର୍ଜିତ ଲକ୍ଷଣ, ଗୁଣ

Acquired adaptation

ଉପାର୍ଜିତ ଉପଯୋଜନ, ଉପାର୍ଜିତ ଅନୁକୂଳନ

Acquired immunity

ଉପାର୍ଜିତ ପ୍ରତିରକ୍ଷା

Acquired immune resistance

ଉପାର୍ଜିତ ପ୍ରତିରୋଧ

Acquired immune deficiency sundrome

ଉପାର୍ଜିତ ପ୍ରତିରକ୍ଷା ନ୍ୟୂନତା ସଂଲକ୍ଷଣ

Acquired variation

ଉପାର୍ଜିତ ବିଭିନ୍ନତା, ବିଭେଦାୟନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App