भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Biarcuate

ଦ୍ଵିଚାପୀ

Biareolate

ଦ୍ଵିକ୍ଷେତ୍ରକ

Bicellular

ଦ୍ଵିଚନାଶୀୟ

Bicaudate

ଦ୍ଵିପୁଚ୍ଛକ

Bicentric

ଦ୍ଵିକେନ୍ଦ୍ରୀ

Bicoid gene

ବାଇକଏଡ଼ ଗୁଣପିଣ୍ଡ

Bicoid mutation

ବାଇକଏଡ୍‌ ଉତ୍‌ପରିବର୍ତ୍ତନ

Biceps

ବାଇସେପସ୍‌, ଦ୍ଵିଶିରସ୍କ

Biceps brachiji

ବାହୁଦ୍ଵିଶିରସ୍କ

Bicipital

ଦ୍ଵିଶିର, ଦ୍ଵିଶାଖୀ

Bicipital groove

ଦ୍ଵିଶିର ପତ୍ତା, ଦ୍ଵିଶିର ଖାଞ୍ଚ

Biciliate

ଦ୍ଵିପକ୍ଷ୍ମାଭୀ

Bicornuate

ଦ୍ଵିଶୃଙ୍ଘୀ

Bicornuate uterus

ଦ୍ଵିଶୃଙ୍ଘୀଜରାୟୁ

Bicuspid valve

ଦ୍ଵିଶିର୍ଷକ କପାଟିକା, ଦ୍ଵିଅଗ୍ରୀ କପାଟିକା

Bicuspid tooth

ଦ୍ଵିଅଗ୍ରୀ ଦାନ୍ତ, ଦ୍ଵିଶୀର୍ଷକ ଦାନ୍ତ

Bidders canal

ବିଡର ନାଳୀ

Bidirectional

ଦ୍ଵିଦୈଶିକ

Bidirectional replication

ଦ୍ଵିଦୈଶିକ ପ୍ରତିରୂପକରଣ, ଦ୍ଵିଦୈଶିକ ପ୍ରତିକୃତୟନ

Bifang (tooth)

ଦ୍ଵିମୂଳୀୟ ଦାନ୍ତ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App