भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567894344Next >

Cacatua

କାକାତୁଆ

Cadastral map

ଭୂସଂପତ୍ତି ମାନଚିତ୍ର

Caecalartery

ଅନ୍ଧନାଳ ଧମନୀ

Caecum

ଅନ୍ଧନାଳ, ଭଣ୍ଡୁକ

Caenogenesis

ନବୋତ୍ପନ୍ନ

Cage

ପଞ୍ଜୁରୀ

Calcaneal process

ଗୁଳ୍ଫାସ୍ଥି ପ୍ରବଦ୍ଧ

Calcaneum

କ୍ୟାଲକ୍ୟାଣକାନିଅମ, ପ୍ରଗୁଳ୍ଫାସ୍ଥି

Calcareous ring

ଚୂର୍ଣ୍ଣମୟ ବଳୟ

Calcareous shell

ଚୂର୍ଣ୍ଣମୟ କବଚ

Calciferous gland

ଚୂର୍ଣ୍ଣଧର ଗ୍ରନ୍ଥି, ଚୂର୍ଣ୍ଣସଜକ ଗ୍ରନ୍ଥି

Calcification

କ୍ୟାଲସିକରଣ

Calcify

କ୍ୟାଲସୀଭୂତ ହେବା

Calcoblast

ଚୂର୍ଣ୍ଣକୋରକ

Calender year

ସାବନ ବର୍ଷ

Calf

ବାଛୁରୀ, ଜଂଘାପିଣ୍ଡିକା

Calf muscle

ଜଂଘପେଶୀ

Calobiosis

କେଲୋବାୟୋସିସ୍‌, ଜାୟା-ଜୀବନ

Calyciform

ଚଷକ ରୂପ

Camarodont

ସୁଚୂଡ଼ଦନ୍ତୀ
< previous1234567894344Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App