भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

External feature

ବାହ୍ୟାକୃତ

External genitalia

ବାହ୍ୟଜନାଙ୍ଗ

External gill

ବାହ୍ୟକ୍ଳୋମ

External jugularvein

ବାହ୍ୟଗ୍ରୀବାଶିରା

External stimulus

ବାହ୍ୟ‌ଉଦ୍ଦୀପନ

Exteroceptor

ବହିରୁଦ୍ଧୀପିତ ସଂବେଦାଙ୍ଗ

Extinct

ଲୁପ୍ତ

Extinction

ଲୋପ, ବିଲୁପ୍ତ

Extracellular

ବହିଃକୋଶ

Extra cellular digestion

ବହିଃକୋଶ ପାଚନ

Extra cellular fluid

ବହିଃକୋଶତରଳ

Extra chromosomal factor

ବାହ୍ୟଗୁଣସୂତ୍ର କାରକ

Extra chromosomal inheritance

ବାହ୍ୟଗୁଣସୂତ୍ରୀ ବଂଶଗତି

Extraction

ବିକର୍ଷଣ

Extraembryonic

ବହିର୍ଭୂଣୀୟ

Exudate gland

ନିଶ୍ରାବଗ୍ରନ୍ଥି

Exuvial gland

ନିର୍ମୋକୀ ଗ୍ରନ୍ଥି

Eye

ଚକ୍ଷୁ

Eye ball

ଚକ୍ଷୁ ଗୋଲକ

Eye lash

ନେତ୍ର ପକ୍ଷ୍ମ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App