भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Egg chamber

ଡ଼ିମ୍ବ କକ୍ଷ

Egg case

ଡ଼ିମ୍ବାଧାର

Egg membrane

ଡ଼ିମ୍ବଝିଲ୍ଲୀ

Egg pouch

ଡ଼ିମ୍ବକୋଷ୍ଠ

Egg production

ଡ଼ିମ୍ବୋତ୍ପାଦନ

Egg teeth

ଭ୍ରୁଣଦନ୍ତ

Egg yolk

ଭ୍ରୁଣପିତକ

Eight nucleated cyst

ଅଷ୍ଟ-ନ୍ୟଷ୍ଟୀୟ କୋଷ

Ejaculation

ନିଷେଚନ, ସ୍ଖଳନ

Ejaculatory duct

ନିଷେଚକ ସାରଣୀ

Elasmobranch

ଉପାସ୍ତିମୀନ

Elastic

ଇଲାଷ୍ଟିକ୍‌‌, ନମନୀୟତା

Elastic cartilage

ଇଲାଷ୍ଟିକ୍ ଉପାସ୍ଥି

Elastic fibre

ଇଲାଷ୍ଟିକ୍ ତନ୍ତୁ

Elastic tissue

ଇଲାଷ୍ଟିକ୍ ଉଦକ

Elbow

କହୁଣୀ

Electric organ

ବିଦ୍ୟୁତ୍‌ଅଙ୍ଗ

Electric stimulus

ବିଦ୍ୟୁତ ଉଦ୍ଦୀପନ

Electrogenic tissue

ବିଦ୍ୟୁତ ଉତ୍ପାଦୀ ତନ୍ତୁ

Electro chemical potential

ବିଦ୍ୟୁତ ରାସାୟନିକ ବିଭବ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App