Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Enzymatic reaction
ବିପାଚକୀୟ ପ୍ରତିକ୍ରିୟା
Enzyme kinetics
ବିପାଚକ ବଳବତିକୀ
Enzyme substrate complex
ବିପାଚକ ଆଶ୍ରୟ ସଂକୁଳ
Enzymeology
ବିପାଚକବିଜ୍ଞାନ
Eocene epoch
ଆଦିନୂତନ ଯୁଗ
Epaxial muscle
ଉର୍ଦ୍ଧାକ୍ଷପେଶୀ
Ependymal cell
ତନ୍ତ୍ରୀକାଛଦକୋଶ
Epibiotic
ଅତିଜୀବୀ
Epiblast
ଅଧିକୋରକ, ବାହ୍ୟସ୍ତର
Epiboly
ଅଧାବୃତ୍ତି
Epibranchial artery
ଅଧିକ୍ଳୋମ ଧମନୀ
Epibranchial cartilage
ଅଧିକ୍ଳୋମ ଉପାସ୍ଥି
Epicordial cavity
ଅଧିହୃଦୟ ଗହ୍ଵର
Epicoel
ଅନୁମସ୍ତିଷ୍କ କୋଟର
Epiceracoid
ଅଧିଅଂସତୁଣ୍ଡ
Epicranium
ଅଧିକର୍ପର
Epiculicle
ଅଧିଉପତ୍ଵଚା, ଅଧିବାହ୍ୟଚର୍ମ
Epidemic didease
ମହାମାରୀ
Epidemiology
ମହାମାରୀ ବିଜ୍ଞାନ
Epidermal cell