भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Incomplete dominance

ଅପୂର୍ଣ୍ଣ ପ୍ରଭାବିତ

Incomplete metamorphosis

ଅପୂର୍ଣ୍ଣ କାୟନ୍ତରଣ

Incubation

ଉଷ୍ମାୟନ

Incubation period

ଉଷ୍ମାୟନ ଅବଧି

Incubator

ଥଣ୍ଡା ଉଷୁମାଇବା ଯନ୍ତ୍ର

Incurrent canal

ଅନ୍ତର୍ବାହୀ ନାଳ

Incus

ଅଙ୍କୁଶିକା

Indeciduate placenta

ଅପତିଭ୍ରୂଣବନ୍ଧ

Independent assortment

ସ୍ଵତନ୍ତ୍ର ଅପୂବ୍ୟହନ

Independent unit

ସ୍ଵତନ୍ତ୍ର ଏକକ

Independent gene

ସ୍ଵତନ୍ତ୍ର ଜୀନ୍‌

Indeterminate cleavage

ଅନିର୍ଦ୍ଧାରିତ ବିଦଳନ, ଦାରଣ

Indeterminate growth

ଅନିର୍ଦ୍ଧାରିତ ବୃଦ୍ଧି

Index

ନିର୍ଦ୍ଦେଶକ, ତର୍ଜନୀ

Index finger

ତର୍ଜନୀ

Index species

ସୂଚକ ଜାତି

Indigenous

ଦେଶକ, ଦେଶୀୟ

Indirect metamorphosis

ପରୋକ୍ଷ ରୂପାନ୍ତର

Individual

ବ୍ୟକ୍ତିଗତ

Induction

ପ୍ରେରଣ, ବିପ୍ରେରଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App