भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Inhalent canal

ଅନ୍ତର୍ବାହୀ ନାଳ

Inhalent aperture

ଆଗମରନ୍ଧ୍ର, ଅନ୍ତର୍ବାହୀ ରନ୍ଧ୍ର

Inheritance

ଉତ୍ତରାଧିକରଣ, ବଂଶାଗତ

Interitance of acquired character

ଉପାର୍ଜିତଲକ୍ଷଣ ବଂଶାଗତ

Inherited chracter

ବଂଶାଗତ ଲକ୍ଷଣ

Inhibitor

ଦମନକ, ନିରୋଧକ

Inhibition

ନିରୋଧ, ସଂଦମନ

Inkgland

କାଳି ଗ୍ରନ୍ଥି

Inland

ଅନ୍ତର୍ଦେଶୀ

Inland fishery

ଅନ୍ତସ୍ଥଳୀୟ ମତ୍ସ୍ୟାବିଜ୍ଞାନ

Inner limiting membrane

ଅନ୍ତ ସୀମାଝିଲ୍ଲୀ

Innate behaviour

ସହଜ ବ୍ୟବହାର

Inner ear

ଅନ୍ତଃକର୍ଣ୍ଣ

Innervation

ସ୍ନାୟୁ ବିସ୍ତାର

Innominate artery

ଅନାମିକା ଧମନୀ

Innominate bone

ଅର୍ଦ୍ଧକଟି ମେଖଳା

Innominate vein

ଅର୍ଦ୍ଧକୁଟି ଶିରା

Innoculation

ପ୍ରବେଶନ, ଟୀକାକରଣ

Insect

କୀଟ

Insectarium

କୀଟଶାଳା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App