भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Internal fertilization

ଅନ୍ତଃନିଷେକ

Internal nare

ଅନ୍ତର୍ନାସାରନ୍ଧ୍ର

Internal respiration

ଅନ୍ତଃ ଶ୍ଵସନ

Internal secretion

ଅନ୍ତଃକ୍ଷାରଣ, ଅନ୍ତସ୍ରାବଣ

International code of nomenclature

ଆନ୍ତର୍ଜାତିକ ନାମକରଣ ବିଧି

International rules of zoological nomencla ture

ଆନ୍ତର୍ଜାତିକ ପ୍ରାଣୀ ନାମକରଣ ନିୟମାବଳୀ

International commission on zoological nome nclature

ଅନ୍ତରାଷ୍ଟ୍ରୀୟ ପ୍ରାଣୀ ବିଜ୍ଞାନୀୟ ନାମ ପଦ୍ଧତି ଆୟୋଗ

Interleukin

ପ୍ରତିରୋଧ ଶକ୍ତି ପ୍ରଭାବୀ ଏକ ପୁଷ୍ଟିସାର (ପ୍ରୋଟିନ୍‌)

Interrneuron

ଅନ୍ତଃସ୍ନାୟୁକୋଷ

Interphase

ଅନ୍ତରାବସ୍ଥା

Interenal gland

ଅନ୍ତରାବୃକ୍‌କ ଗ୍ରନ୍ଥି

Intersegmental

ଅନ୍ତରାଖଣ୍ଡ

Intersex

ମଧ୍ୟଲିଙ୍ଗୀ

Interspecific

ଆନ୍ତଃଜାତି

Inter ventricular foramen (foramen of Monro)

ଆନ୍ତଃନିଳୟଛିଦ୍ର

Intervertebral disc

ଆନ୍ତଃକେଶରୁ ଚକ୍ରିକା

Intestine

ଆନ୍ତ୍ର

Intestinal

ଆନ୍ତ୍ରିକ

Intestinal juice

ଆନ୍ତିକରସ

Intestinal gland

ଆନ୍ତ୍ରିକଗ୍ରନ୍ଥି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App