भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Jungle fowl

ଜଙ୍ଗଲୀ କୁକୁଡ଼ା

Jungle owl

ବଣ ପେଚା

Junk food

ଅଖାଦ୍ୟ, କୁଖାଦ୍ୟ

Jurassic

ଜୁରାସୀୟ

Jurassic period

ଜୁରାସୀୟ କଳ୍ପ

Juvenile

ତରୁଣ, କିଶୋର, କୈଶୋରକାଳୀନ

Juvenile condition

ତରୁଣାବସ୍ଥା

Juvenile hormone

ଜୁଭେନାଇଲ୍‌ ହରମୋନ (କିଶୋର ଅବସ୍ଥାରେ ନିସୃତ ହରମୋନ୍‌)

Juvenile plumage

ବାଲ୍ୟପର

Juxta

ସମୀପ, ଆସନ୍ନ

Juxta position

ସାନ୍ନିଧ୍ୟ, ସନ୍ନିଧ୍ୟାନ

Juxtaglomerular cell

ଗୁଚ୍ଛାସନ୍ନ କୋଶ

Juxtanuclear position

କେନ୍ଦ୍ରାସନ୍ନ ସ୍ଥିତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App