भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891213Next >

Oar

କାତ, ଆହୁଲା

Oar shaped

କାତରୂପୀ, କାତ ଆକାର

Obesity

ସ୍ଥୂଳତା

Obligate

ଅବିକଳ୍ପୀ

Obligate parasite

ଅବିକଳ୍ପୀ ପରଜୀବୀ

Obligate symbiont

ଅବିକଳ୍ପୀ ସହଜୀବୀ

Oblique muscle

ତିର୍ଯ୍ୟକ ପେଶୀ

Oblique septum

ତିର୍ଯ୍ୟକ ପଟ

Oblong

ଆୟତକାର

Observation

ପର୍ଯ୍ୟବେକ୍ଷଣ

Obturator foramen

ଗବାକ୍ଷରନ୍ଧ୍ର

Obturator nerve

ଗବାକ୍ଷ ସ୍ନାୟୁ

Ocean

ସମୁଦ୍ର/ସାଗର

Oceanarium

ସମୁଦ୍ରଶାଳା

Oceanobiocycle

ସାଗର ଜୈବ ଚକ୍ର

Oceanic ecosystem

ସମୁଦ୍ରୀ ପରିତନ୍ତ୍ର

Oceanodromous

ଲବଣଜଳ ପ୍ରବାସୀ, ସାଗର ପ୍ରବାସୀ, ସମୁଦ୍ରଗାମୀ

Ocellar spot

ନେତ୍ରକ ବିନ୍ଦୁ

Ocellus

ନେତ୍ରକ

Occipital

ପଶ୍ଚକପାଳ, ଅନୁକପାଳ
< previous1234567891213Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App