भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Pedal ganglion

ପାଦ ଗୁନ୍ଥିକା

Pedal tentacle

ପାଦ କର୍ଷିକା

Pedicel

ବୃନ୍ତ

Pedicellaria

ବୃନ୍ତପଦ, ସଂଦଶିକା

Pedicle

ବୃନ୍ତକ

Pedigree

ବଂଶବୃତ୍ତି, ବଂଶାବଳି

Pedipalp (pedipalpus)

ସ୍ପର୍ଶପାଦ, ପଶ୍ଚ ସ୍ପର୍ଶକ

Pedisulcus

ପାଦ ପରିଖା

Peduncle

ବୃନ୍ତକ

Pedunculate

ବୃନ୍ତକୀ

Pedunculate papilla

ବୃନ୍ତକୀ ପିପ୍ପଳ

Pelagic

ବେଳା ଉପବର୍ତ୍ତୀ

Pellicle

ସୂକ୍ଷ୍ମତ୍ଵକ୍‌

Pellucida externa (=outer cornea)

ବାହ୍ୟ ସ୍ଵଚ୍ଛ ପଟଳ

Pelvic

ଶ୍ରୋଣୀ, କଟୀ

Pelvic arch

ଶ୍ରୋଣୀ ଚାପ

Pelvic fin

କଟିପକ୍ଷ

Pelvic girdle

କଟି ମେଖଳା, ଶ୍ରୋଣୀ ମେଖଳା

Pelvis

ଶ୍ରୋଣୀ ମଧ୍ୟ ଗୁହା, ବୃକକ୍‌ ମଧ୍ୟଗୁହା

Pelvi-sternum (=epipubis)

ଅଗ୍ରପୁରୋନିତମ୍ବସ୍ଥି, ଅଗ୍ରପୁରୋ ନିତମ୍ବ ଉପାସ୍ଥି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App