Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Sterni
ଭରୋସ୍ଥି କୁଟକ, ଭରୋସ୍ଥି ନୌତଳିକା
Stroand
ଗୁଣସୂତ୍ରୀ ରଜ୍ଜୁକ
Stroand viability
ଗୁଣସୂତ୍ରୀ ଜୀବନକ୍ଷମତା
Syndesmochorial placenta
ବିସରିତ ଜରାୟୁ ଯୋଜୀ ଭ୍ରୁଣବନ୍ଧ
Sensory
ଗ୍ରନ୍ଥି ସଂବେଦୀ
Sinus
ନେତ୍ରକୋଟର ଶିରାନାଳ
Sac
ଥଳୀ
Sac branchial
ବ୍ରାଙ୍କୀୟ ଥଳୀ
Sac egg
ଡିମ୍ବସ୍ଥଳୀ
Sac sperm
ଶୁକ୍ରାଣୁ ସ୍ଥଳୀ
Saccular
କୋଷାକାର
Sacculation
କୋଷ ରଚନ
Sacculated
ପୁଟିତ
Sacculated colon
ପୁଟିତ କୋଲନ୍
Sacculus
ଗୋଣିକା, ଖେଳେଇ ଆକୃତି
Sacculus rotundus
ବର୍ତ୍ତୁଳ ଗୋଣିକା
Saccus
ପୁଟିକା
Saccus endolymphaticus
ଅନ୍ତର୍ଲସିକ ଥଳୀ
Sacral
ତ୍ରିକାସ୍ଥି, ତ୍ରିକାସ୍ଥୀୟ
Sacral vertebra