भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Udder

ପହ୍ନା, ଥନ

Ulcer

ବ୍ରଣ, ଘାଆ

Ulna

ଅନ୍ତଃପ୍ରକୋଷ୍ଠାସ୍ଥି

Ulnare

ଅନ୍ତଃମଣି ବନ୍ଧିକା

Ulnare nerve

ଅନ୍ତଃପ୍ରକୋଷ୍ଠ ତନ୍ତ୍ରିକା, ଅନ୍ତଃପ୍ରକୋଷ୍ଠିକ ସ୍ନାୟୁ

Ulotrichous

ଉର୍ତ୍ତଭକେଶୀ

Ultimobranchial

କ୍ଳୋମାନ୍ତ୍ୟ

Ultraceutrifugation

ଦ୍ରୁତ‌ଅପକେନ୍ଦ୍ରଣ

Ultramicrobe

ଅତ୍ୟଣୁଜୀବ

Ultramicroscopic

ଅତିସୂକ୍ଷ୍ମଦର୍ଶୀୟ

Ultraplankton

ପରାପ୍ଳବକ

Ultrasonication

ପରାଶ୍ରବଣ

Ultrastructure

ପରାସଂରଚନା, ଅତିସୂକ୍ଷ୍ମଗଠନ

Ultrathin

ଅତିତନୁ, ଅତିପତଳା

Ultravirus

ପରାବିଷାଣୁ, ପରାଭୂତାଣୁ

Ultraviolet

ଅତିବାଇଗଣୀ, ପରାବାଇଗଣୀ

Umbella

ଛତ୍ରାକ

Umbilical

ନାଭୀୟ, ନାଭିକ

Umbilical artery

ନାଭି ଧମନୀ

Umbilical canal

ନାଭିନାଳ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App