Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Udder
ପହ୍ନା, ଥନ
Ulcer
ବ୍ରଣ, ଘାଆ
Ulna
ଅନ୍ତଃପ୍ରକୋଷ୍ଠାସ୍ଥି
Ulnare
ଅନ୍ତଃମଣି ବନ୍ଧିକା
Ulnare nerve
ଅନ୍ତଃପ୍ରକୋଷ୍ଠ ତନ୍ତ୍ରିକା, ଅନ୍ତଃପ୍ରକୋଷ୍ଠିକ ସ୍ନାୟୁ
Ulotrichous
ଉର୍ତ୍ତଭକେଶୀ
Ultimobranchial
କ୍ଳୋମାନ୍ତ୍ୟ
Ultraceutrifugation
ଦ୍ରୁତଅପକେନ୍ଦ୍ରଣ
Ultramicrobe
ଅତ୍ୟଣୁଜୀବ
Ultramicroscopic
ଅତିସୂକ୍ଷ୍ମଦର୍ଶୀୟ
Ultraplankton
ପରାପ୍ଳବକ
Ultrasonication
ପରାଶ୍ରବଣ
Ultrastructure
ପରାସଂରଚନା, ଅତିସୂକ୍ଷ୍ମଗଠନ
Ultrathin
ଅତିତନୁ, ଅତିପତଳା
Ultravirus
ପରାବିଷାଣୁ, ପରାଭୂତାଣୁ
Ultraviolet
ଅତିବାଇଗଣୀ, ପରାବାଇଗଣୀ
Umbella
ଛତ୍ରାକ
Umbilical
ନାଭୀୟ, ନାଭିକ
Umbilical artery
ନାଭି ଧମନୀ
Umbilical canal